ମୋଦିଙ୍କ ଘୋଷଣାକୁ ନିଜ ନାଁରେ ପ୍ରଚାର କରି ମିଛ ନାଟକ କରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଅଙ୍ଗନବାଡି ଭଉଣୀମାନଙ୍କୁ କେନଦ୍ର ସରକାର ୨୦୧୮ ମସିହା ସେପ୍ଟମେମ୍ବର ମାସରେ ୧୫୦୦ ଟଙ୍କା ମାନଧନ ବୃଦ୍ଧି ନିଷ୍ପଟ୍ଟି ନେବା ସହ ଏହାକୁ ଅକ୍ଟୋବର ୨୦୧୮ ମସିହାରୁ କ୍ରିୟାନ୍ୱୟନ ପାଇଁ ରାଜ୍ୟ ସରକରାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ବିଜେଡି ସରକାର କେନ୍ଦ୍ର ସରକାରଙ୍କର ଏହି ପୁରୁଣା ନୀତିଗତ ନିର୍ଣୟ ଓ ଘୋଷଣାକୁ ଦୀର୍ଘଦିନ ଧରି କାର୍ଯ୍ୟକାରୀ ନକରି ପକାଇ ରଖିଥିଲେ । ଏବେ ନିର୍ବାଚର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙଅକ ଦ୍ୱାରା ବଦ୍ଧିତ ଏହି ମାନଧନକୁ ସତେ ଯେମିତି ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ସେଭଳି ଘୋଷଣା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାହାବା ନେବାପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଦର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଏକ ରାଧୁଆ ମିଛୁଆ ସରକାର ଚାଲିଛି । କେନ୍ଦ୍ର ସରକାରଙ୍କ ଘୋଷଣା ନିଜ ନାଁରେ କରି ମିଛ ବାହାବାର ନାଟକ ଚାଲିଛି । ସାଦାରଣ ଓଡିଆ ଲୋକ ଆଜି ଜବାବ ମାଗୁଛନ୍ତି ।
ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ତିଅଣରେ ଅତିଥି ସକ୍ରାର କରିବାରେ ଓଡିଶାର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ଓଡିଶାର ଅଙ୍ନବାଡି ଭଉଣୀମାନଙ୍କୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ପାଇଁ ସେମାନଙ୍କ ଠାରୁ ଅଧିକ ଆର୍ଥିକ ରାଶି ପାଇବା ଅଙ୍ଗନବାଡି ଭଉଣୀମାନଙ୍କର ଅଧିକାର । ବିଭିନ୍ନ ରାଜ୍ୟ ସେମାନଙ୍କୁ ନିଜସ୍ୱ ବଜେଟ ଅଧିକା ଅର୍ଥ ଯୋଗାଇ ଦେଉଛନ୍ତି । ବିଜେପି ଶାସିତ ହରିୟାଣାରେ ଅଙ୍ଗନବାଡି ଭଉଣୀମାନଙ୍ର ମାସିକ ମାନଧନ ୧୩ ହଜାର ଟଙ୍କା ବୋଲି ସେ ଉଲ୍ଲେଖ କରିଛନ୍ତି ।
ସେ ଆହୁରି କହିଛନ୍ତି, ରାଜ୍ୟରେ କୁପୋଷଣ ଏକ ବଡ ସମସ୍୍ୟା । ସାଧାରଣ ଗରିବ ଘରର ପିଲାଙ୍କୁ ସୁପୋଷଣ ଯୋଗାଇ ଦେବା ଅଙ୍ଗନବାଡି ଭଉଣୀମାନଙ୍କର ମୂଳ କାମ । ଗୋଟିଏ ପଟେ ରାଜ୍ୟରେ ଛତୁଆ ମଧ୍ୟାହ୍ନ ଭୋଡନ ଓ ଡାଲିରେ ବଡ ଦୁର୍ନିତୀ ଓ ବିଜେଡି ନେତାଓ କର୍ମୀଙଅକ ପିସି ବାଟ ଖୋଲାଯାଇଅଛି । ମାତ୍ର ଅଙ୍ଗନବାଡି ଭଉଣୀମାନଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି ।
ଗତ ସେପ୍ଟେମ୍ବର ୨୨ ତାରିଖରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଓ ଝାରସୁଗୁଡା ଗସ୍ତରେ ଆସିଥିଲେ । ଏହି ଦୁଇଟି ସ୍ଥାନରେ ଅଙ୍ଗନବାଡି ଭଉଣୀମାନେ ସେମାନଙ୍କର ମାନଧନକୁ କେନ୍ଦ୍ର ସରକାର ବଢାଇଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି ।

2 ମତାମତ ଦିଅନ୍ତୁ

  1. […] ଭାଇରାଲ ଭିଡିଓରେ ଆତ୍ମହତ୍ୟା ପୂର୍ବରୁ ଲକ୍… ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଜୋରଦାର ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖବର ପାଇବା ପରେ ଲକ୍ଷ୍ମୀଧରଙ୍କ ଘରେ ପହଁଞ୍ଚିଥନ୍ତି । ତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟରେ ସମ୍ବେଦନଶୀଳହୀନ ସରକାର ଚାଲିଛି ବୋଲି କହିଛନ୍ତି । ଏହା ଆତ୍ମହତ୍ୟା ଘଟଣା ନୁହେଁଁ, ସରକାରୀ ପ୍ରୟୋଜିତ ହତ୍ୟା କହିଲେ ଧର୍ମେନ୍ଦ୍ର ପ୍ରଧାନ । ସାରା ରାଜ୍ୟରେ ଏମିତି ସ୍ଥିତି, ଲୋକେ ପିସିରେ ପେଶି ହୋଇଗଲେଣି । ପିଏମଏଓ୍ବାର ପାଇଁ ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ଲଜ୍ଜାଜନକ । ଲାଂଚ ପାଇଁ ଜଣେ ନୀରିହ ଲୋକର ଜୀବନ ଯିବା ଦୁର୍ଭାଗ୍ୟଜନକ । ଲକ୍ଷ୍ମୀଧରଙ୍କ ଘଟଣା ଭାତହାଣ୍ଡିରୁ ଗୋଟିଏ, ଓଡିଶାର ଏହା ବାସ୍ତବ ଚିତ୍ର ବୋଲି ସେ ସମାଲୋଚନା କରି କହିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଓ ଅନ୍ୟ ବିଜେପି କର୍ତ୍ତମାନେ ମଧ୍ୟ ସାମିଲ ହୋଇଥିଲେ । ସେପଟେ ଖୋର୍ଦ୍ଧା ବିଜେଡି ବିଧାୟକ ରାଜନ୍ଦ୍ରେ ସାହୁ ମଧ୍ୟ ଲ କ୍ଷ୍ମୀଧରଙ୍କ ଘରକୁ ଯାଇଥିଲେ । ସେ ଏହାକୁ ହତ୍ୟା ଘଟଣା ଭାବରେ ବଣ୍ଣନା କରିଚନ୍ତି । ଶ୍ରୀ ସାହୁ କହିଛନ୍ତି, ଲକ୍ଷ୍ମୀଧରଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ମଦ ପିଆଇ ତାଙ୍କ ଭିଡିଓ କରାଯାଇଛି । ଏହା ସରକାରଙ୍କୁ ବଦନାମ କରାଯିବା ଲାଗି କେବଳ କରାଯାଇଛି । ଏଣୁ ଭିଡିଓ କରିଥିବା ବ୍ୟକ୍ତି ଧରାପଡିଲେ ପ୍ରକୃତ ତଥ୍ୟ ପଦାକୁ ଆସିବ । ଘଟଣାର ତଦନ୍ତ ଚାଲିଛି ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । […]

  2. […] ଭାଇରାଲ ଭିଡିଓରେ ଆତ୍ମହତ୍ୟା ପୂର୍ବରୁ ଲକ୍… ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଜୋରଦାର ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖବର ପାଇବା ପରେ ଲକ୍ଷ୍ମୀଧରଙ୍କ ଘରେ ପହଁଞ୍ଚିଥନ୍ତି । ତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟରେ ସମ୍ବେଦନଶୀଳହୀନ ସରକାର ଚାଲିଛି ବୋଲି କହିଛନ୍ତି । ଏହା ଆତ୍ମହତ୍ୟା ଘଟଣା ନୁହେଁଁ, ସରକାରୀ ପ୍ରୟୋଜିତ ହତ୍ୟା କହିଲେ ଧର୍ମେନ୍ଦ୍ର ପ୍ରଧାନ । ସାରା ରାଜ୍ୟରେ ଏମିତି ସ୍ଥିତି, ଲୋକେ ପିସିରେ ପେଶି ହୋଇଗଲେଣି । ପିଏମଏଓ୍ବାର ପାଇଁ ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ଲଜ୍ଜାଜନକ । ଲାଂଚ ପାଇଁ ଜଣେ ନୀରିହ ଲୋକର ଜୀବନ ଯିବା ଦୁର୍ଭାଗ୍ୟଜନକ । ଲକ୍ଷ୍ମୀଧରଙ୍କ ଘଟଣା ଭାତହାଣ୍ଡିରୁ ଗୋଟିଏ, ଓଡିଶାର ଏହା ବାସ୍ତବ ଚିତ୍ର ବୋଲି ସେ ସମାଲୋଚନା କରି କହିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଓ ଅନ୍ୟ ବିଜେପି କର୍ତ୍ତମାନେ ମଧ୍ୟ ସାମିଲ ହୋଇଥିଲେ । ସେପଟେ ଖୋର୍ଦ୍ଧା ବିଜେଡି ବିଧାୟକ ରାଜନ୍ଦ୍ରେ ସାହୁ ମଧ୍ୟ ଲ କ୍ଷ୍ମୀଧରଙ୍କ ଘରକୁ ଯାଇଥିଲେ । ସେ ଏହାକୁ ହତ୍ୟା ଘଟଣା ଭାବରେ ବଣ୍ଣନା କରିଚନ୍ତି । ଶ୍ରୀ ସାହୁ କହିଛନ୍ତି, ଲକ୍ଷ୍ମୀଧରଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ମଦ ପିଆଇ ତାଙ୍କ ଭିଡିଓ କରାଯାଇଛି । ଏହା ସରକାରଙ୍କୁ ବଦନାମ କରାଯିବା ଲାଗି କେବଳ କରାଯାଇଛି । ଏଣୁ ଭିଡିଓ କରିଥିବା ବ୍ୟକ୍ତି ଧରାପଡିଲେ ପ୍ରକୃତ ତଥ୍ୟ ପଦାକୁ ଆସିବ । ଘଟଣାର ତଦନ୍ତ ଚାଲିଛି ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । […]

ମତାମତ ଦିଅନ୍ତୁ

Please enter your comment!
Please enter your name here