ବୁଦା ମୂଳରୁ ମିଳିଲା କୋରିୟର ବୟଙ୍କ କ୍ଷତାକ୍ତ ଶରୀର

Share on FacebookShare on TwitterShare on Linkedin ଭବାନୀପାଟଣା: ରାଜ୍ୟରେ ବଢି ଚାଲିଛି ଅପରାଧର ସଂଖ୍ୟା | ଏମିତି କେଉଁ ଦିନ ନାହିଁ ଯେଉଁଦିନ ହତ୍ୟା, ଲୁଟ ଓ ଦୁପଷ୍କରମ ପରି ଅବାନୀୟଯ କାଣ୍ଡ ଘଟୁନଥିବ | ସବୁଦିନ ରାଜ୍ୟର କେଉଁଟି ନା କେଉଁଠି ଏପରି ଲଜ୍ଜ୍ୟଜନକ କାଣ୍ଡ ଘଟୁଥିବାର ସୂଚନା ମିଳେ | ତେବେ ଆଜି ଆଉ ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ | ଜଣେ କୋରିୟର ବୟଙ୍କ ମୃତଦେହ … Continue reading ବୁଦା ମୂଳରୁ ମିଳିଲା କୋରିୟର ବୟଙ୍କ କ୍ଷତାକ୍ତ ଶରୀର