କାଲିମେଳାରେ ଝଡ ତେଫାନ, ଯୋଗାଯୋଗ ବିଚ୍ଛନ୍ନ

ମାଲକାନଗିିରି, ମାଲକାନଗିରି ଜିଲ୍ଲା କାଲିମେଳାରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳୁଛି । ପ୍ରବଳ ବର୍ଷା ସହ ଝଡ ତେଫାନ ଜୋରସୋର ହୋଉଥିବା ସୂଚନା ମିଳୁଛି । ବିଭିନ୍ନ ସ୍ଥାନରେ ଗଛ ପଡି ୩୨୬ ନମ୍ବର ଜାତୀୟ ରାଜପଥ କଳିମେଳା ମୋଟୁକୁ ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି । ଲୋକେ ସପୂଣ୍ଣ ରୂପେ ଆତଙ୍କିତ ହୋଇପଡିଛନ୍ତିି । ତେବେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ନିଆଯାଇନଥିବା ସୂଚନା ମିଳିଛି । ତେବେ ଦକ୍ଷିଣ ଓଡିଶାରେ ଏପରି ଝଡ ତୋଫାନ ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଥିଲା ।

LEAVE A REPLY

Please enter your comment!
Please enter your name here