You are here
Home > ଲାଇଫ୍ ଷ୍ଟାଇଲ୍ (Page 2)

ବଲିଉଡ ଅଭିନେତ୍ରୀଙ୍କ ଭିଡିଓ ହେଲା ଭାଇରାଲ

ନିଜ ଦୁଇ ପୋଷ୍ୟ ଝିଅଙ୍କ ଦାୟିତ୍ୱ ଯୋଗୁ ଗତ ୮ ବର୍ଷ ଧରି ବଲିଉଡ୍‌ରୁ ଏକପ୍ରକାର ଦୂରେଇ ରହିଥିବା ସୁସ୍ମିତା ଖୁବ୍‌ଶୀଘ୍ର ରୂପେଲି ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯୋଜନା କରିଛନ୍ତି । ତେବେ ପୁରୁଣା ଗୀତକୁ ନୂଆ ଧୁନ୍‌ ଦେଇ ଏହାର ରିମିକ୍ସ ଭର୍ସନ୍‌ କରିବା ଏବେ ‘ବି’ ଟାଉନ୍‌ରେ ଏକ ଟ୍ରେଣ୍ଡ୍‌ ପାଲଟିଛି । ଏହା ମଧ୍ୟରେ ବଲିଉଡ୍‌ର ବହୁ ହିଟ୍ ଗୀତର ରିମିକ୍ସ ଭର୍ସନ୍‌ ଆସିଛି ।

ମହାନତାର ପରିଚୟ ଦେଲେ ଅମିତାଭ, ଚାଷୀ ଓ ଜବାନଙ୍କୁ ଦାନ କଲେ କୋଟିକୋଟି ଟଙ୍କା

ବଲିଉଡର ଅନେକ ଷ୍ଟାରଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ହେଉଛନ୍ତି ଅନ୍ୟତମ । ତାଙ୍କୁ ବଲିଉଡର ପିତା ବୋଲି କୁହାଯାଏ > ସେ ଆକ୍ଟିରେ ଯେପରି ଆଗରେ ଅନ୍ୟକୁ ସାହାଯ୍ୟ କରିବାରେ ମଧ୍ୟ ଆଗରେ । ତାଙ୍କର ଏହି ଦାନ ବା ସାହାର୍ଯ୍ୟ ଗୁଣକୁ ସିଏ ଆଉ ପାଦେ ଆଗେଇ ନେଇଥିବାର ଖବର ତାଙ୍କୁ ଚ୍ର୍ଚାକୁ ଆଣିଛି । କିଛି ଦିନ ତେଳେ ବନ୍ୟା ପୀଡିତଙ୍କୁ ମୋଟା ଅଙ୍କର ଟଙ୍କା ଦେବା

ବଲିଉଡ ଅଭିନେତ୍ରୀଙ୍କ ପୁଅକୁ ହତ୍ୟା ଧମକ

ମୁମ୍ବାଇ : ‘ମୋହବତେଁ’ଫିଲ୍ମର ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନି କିଛି ବର୍ଷ ହେବ ଫିଲ୍ମ ଜଗତରୁ ଦୂରେଇ ରହିଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ସେ ନିଜ ପାଇଁ ନୁହେଁ ତାଙ୍କ ପୁଅ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ୭ବର୍ଷର ପୁଅକୁ କିଛି ଲୋକ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ପ୍ରୀତି । ଏ ନେଇ ପ୍ରୀତି ଏବଂ

ରାଶି ମୁତାବକ ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ…

ପ୍ରତ୍ୟେକ ରଙ୍ଗର କିଛି ନା କିଛି ପ୍ରଭାବ ରହିଥାଏ । କେଉଁ ରଙ୍ଗ କାହା ପାଇଁ ଶୁଭ ହୁଏ ତ କାହା ପାଇଁ ଅଶୁଭ । ଜ୍ୟୋତିଷ ମୁତାବକ ଯଦି ସଫଳତା ପାଇବାକୁ ଚାହାନ୍ତି ତ ରଙ୍ଗ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ କେଉଁ ରଙ୍ଗ ଦରକାର.. ମେଷ - ଏହି ରାଶିଙ୍କ ଗ୍ରହ ହେଉଛି ମଙ୍ଗଳ , ସେଥିପାଇଁ ଲାଲି

ସୋନାଲି ବେନ୍ଦ୍ରେଙ୍କ ପରେ ଅନୁଷ୍କାଙ୍କୁ ବଡ ରୋଗ

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ବଡ ରୋଗ  ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି ରୋଗ ହେତୁ ଅନୁଷ୍କାଙ୍କ ଗମ୍ଭୀର ଭାବେ ଶାରୀରିକ ଯନ୍ତ୍ରଣା ଅନୁଭୂତ ହେଉଛି । ଡାକ୍ତରଙ୍କ ମୁତାବକ ସେ ବେଶି ସମୟ ବସି ରହିପାରିବେନି କି ବେଶୀ ସମୟ କାମ କରିପାରିବେ ନାହିଁ । ଉକ୍ତ ରୋଗର ନାମ ବଲଗିଙ୍ଗ ଡିସ୍ । ତେବେ ଅନୁଷ୍କା ଏବେ ‘ସୁଇ ଧାଗା’ର ପ୍ରମୋସନ୍‌ରେ

୨୧ ବର୍ଷ ପରେ ପୁଣି ପରଦାରେ ମାଧୁରୀ ଓ ସଞ୍ଜୟ

ବଲିଉଡର ଦୁଇ ପ୍ରସିଦ୍ଧ ଯୋଡି ମାଧୁରୀ ଦୀକ୍ଷିତ ଓ ସଞ୍ଜୟ ଦତ୍ତ ପୁଣି ୨୧ ବର୍ଷ ପରେ ଏକାଠୀ ‘କଲଙ୍କ୍’ ଫିଲ୍ମ ଜରିଆରେ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ନେଇଛନ୍ତି କରନ୍ ଜୋହର । ପ୍ରଥମେ ଖବର ଆସିଥିଲା ଦୁହେଁ ଏହି ଫିଲ୍ମରେ ଅଭିନୟ କରିବେ, କିନ୍ତୁ କୌଣସି ସିନ୍‌ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ନାହିଁ । ଏହା ଶୁଣିବା ପରେ ସେମାନଙ୍କ

ମୌନୀଙ୍କ ମନମୁଖୀ, ହରାଇଲେ ପ୍ରୋଜେକ୍ଟ

ନାଗୀନ୍‌ ଭାବେ ପରିଚିତ ମୌନୀ ରୟଙ୍କ ଡିମାଣ୍ଡ ଦିନକୁ ଦିନ ବଢିବାରେ ଲାଗୁଥିବା ସୂଚନା ମିଳିଛି । ମୌନୀଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ଗୋଲ୍ଡ’ ବକ୍ସ ଅଫିସ୍‌ରେ ବେଶ୍‌ ସଫଳତା ହାସଲ କରିଛି । ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଛି ।  ଏ ସଫଳତା ପରେ ସେ ଏକ ୱେବ୍‌ ସିରିଜ୍‌ରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି । ରିପୋର୍ଟ ମୁତାବକ, ମୌନୀ ରୟଙ୍କୁ ଏକ

ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଚର୍ଚ୍ଚାରେ ସୋନାଲି

ମେଟାଷ୍ଟିକ କ୍ୟାନ୍ସରରେ ପୀଡିତ ବବଲି ଗାର୍ଲ ସୋନାଲୀ ବେନ୍ଦେ ବହଲ ଏବେ ଏକ ଓ୍ବିଗ ପିନ୍ଧିଥିବା ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ ଅଛନ୍ତି । ଏଥିସହ କ୍ୟାନ୍ସର ପୀଡିତଙ୍କ ପାଇଁ ମଧ୍ୟ ସୋସିଆଲ ସାଇଡରେ ଏକ ପ୍ରେରଣାଯୁକ୍ତ ପୋଷ୍ଟ କରିଛନ୍ତି । ଉକ୍ତ ପୋଷ୍ଟରେ ସେ ଲେଖିଛନ୍ତି ଯେ, ରୋଗ ଲାଗି ନିଜକୁ ଦୁଃଖରେ ରଖିବା ଉଚିତ ନୁହେଁ । ୪୩ ବର୍ଷିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଇନଷ୍ଟାଗ୍ରାମରେ

ଜେଲ ନା ସ୍ୱର୍ଗ

ଜେଲ ନାମ ଶୁଣିବା ମାତ୍ରେ ଆମ ମନକୁ ଗୋଟେ ପ୍ରକାରର ଜର ପଶାଯାଏ । କାରଣ ଜେଲକୁ ଆମେ ଗୋଟେ ପ୍ରକାରର ନର୍କ ମାନୁ । କାଗିଁକି ନା ଏଠି କୌଣସି ପ୍ରକାରର ସୁବିଧା କିମ୍ବା ମୌଳିକ ଅଧିକରା ମିଳିନଥାଏ । ଯଦି ଆମକୁ କେହି ଜେଲ କଥା ପଚାରନ୍ତି ତ ଆମକୁ ମୁଣ୍ଡକୁ ଗୋଟିଏ ଅନ୍ଧାର କଠୋରୀ ଏବଂ କଠିନ ପରିଶ୍ରମ କରିବା ସ୍ଥାନ ଆଖି ସାମନାକୁ ଆସେ

ଶାହିଦ କପୁରଙ୍କ ଘରେ ନୂଆ ଅତିଥି ପ୍ରବେଶ, ସାରା ବଲିଉଡ ଦେଲେ ଶୁଭେଚ୍ଛା

ବଲିଉଡର ଚକୋଲେଟ ବୟ ଶାହିଦ କପୁର ପୁଣି ଥରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶାହିଦ କପୁର ଓ ତାଙ୍କ ପତ୍ନୀ ମୀରୀ ରାଜପୁତଙ୍କର ପୂର୍ବରୁ ଗୋଟିଏ ଝିଅ ଥିବା ବେଳେ ଗତ ବୁଧବାର ସନ୍ଧ୍ୟାରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ହୋଇଛି । ପୁତ୍ର ସନ୍ତାନ ହେବା ପରେ ଶାହିଦଙ୍କ ସମେତ ସାରା ବଲିଉଡ ଜଗତ ମୀରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଉଭୟ

ଅମିରା ଏବେ ସିରିଅଲରେ

ମଡେଲ ଜଗତରେ ବେଶ ପରିଚିତ ଅଭିନେତ୍ରୀ ଅମିରା ଦସ୍ତୁରଙ୍କୁ ବର୍ତମାନ ସିରିଅଲ୍ରେ ଦର୍ଶକ ଦେଖିବାକୁ ପାଇବେ । ୟୁ ଟିଭିରେ ପ୍ରସାରିତ ‘ଦି ଟ୍ରିପ’ ଶୋରେ ଦ୍ୱିତୀୟ ରାଉଣ୍ଡରେ ତାଙ୍କୁ ଦେଖିବାକୁ ମଳିବ । ଏହି ଚ୍ୟାନେଲରେ ପ୍ରଥମ ରାଉଣ୍ଡରେ ଅନ୍ୟ ନାମୀଦାମି କଳାକାର ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ତାଙ୍କୁ ସୁଯୋଗ ମିଳିଛି । ସେ ତାଙ୍କ ପ୍ରଶଂସକମାନଙ୍କୁ କହିଛନ୍ତି ସେ ଏହି ଶୋ’ରେ ପ୍ରଥମେ ମଡେଲ ଏବଂ

ସୁପରଷ୍ଟାର ବଲିଉଡ ଅଭିିନେତାଙ୍କ ନାମରେ ମଧ୍ୟ ରହିଛି କ୍ରିମିନାଲ ରେକର୍ଡ

ବଲିଉଡ କଳାକାର ଯେତିକି ଚର୍ଚ୍ଚାରେ ନିଜ ଫିଲ୍ମକୁ ନେଇ ରୁହନ୍ତି ତାଠାରୁ ଅଧିକ ନିଜସ୍ୱ କାମ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସନ୍ତି । ଯେମିତି ପ୍ରିୟଙ୍କା ଚୋପଡା । ଯେବେ ଠାରୁ ପ୍ରିୟଙ୍କା ନିକଙ୍କ ସହ ନିର୍ବନ୍ଧ କରିଛନ୍ତି ସେବେ ଠାରୁ କେଉଁଥିରେ ନା କେଉଁଥିରେ ଚର୍ଚ୍ଚାକୁ ଆସୁଛନ୍ତି । କିନ୍ତୁ ଆମେ ଆଜି ଏମିତି କିଛି କଲାକାରଙ୍କ ବିଷୟରେ କହିବୁ ଯିଏକି ଅନେକ କ୍ରିମିନାଲ କାଯ୍ୟ କରି ଚର୍ଚ୍ଚାକୁ

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ସୈଫିନାଙ୍କ ପରିବାର

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ସୈଫ୍ ଅଲ୍ଲୀ ଖାନ୍ , ବେବୋ ଆର୍ଥାତ୍ କରୀନା କପୁର ଖାନ ଓ ତାଙ୍କ ପୁଅ ତୈମୁର ଖାନ । କେବଳ ଖାନ ପରିବାର ନୁହେଁ ସୈଫ ଅଲ୍ଲୀ ଖାନଙ୍କ ପୂରା ପରିବାର ମାନେ ତାଙ୍କ ଭଉଣୀ ସୋହା ଅଲ୍ଲୀ ଖାନ୍, ଭିଣୋଇ କୁନାଲ ଖେମ୍ମୁ ଓ ତାଙ୍କ ଝିଅ ଇନାୟା ନଉମି ମଧ୍ୟ ଉକ୍ତ ଟ୍ରିପରେ ସାମିଲ ହୋଇଛନ୍ତି । ସୋହା ଅଲ୍ଲୀଖାନ

ସର୍ବସମ୍ମୁଖରେ ମହିଳାଙ୍କୁ ଚୁମ୍ବନ ପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରାଷ୍ଟ୍ରପତି

ରାତି ପାହିଲେ ଖବର କାଗଜ ଖୋଲିଲେ ଆମକୁ କିଛି ନୂଆ ଖବର ମିଳୁ କି ନ ମିଳୁ କିନ୍ତୁ ଦୁଷ୍କର୍ମ ଖବର ନିଶ୍ଚିତ ରୂପେ ମିଳିଯାଇଥାଏ । ଦେଶ ବିଦେଶ କେଉଁ ଠି ନା କେଉଁଠି ଦୁଷ୍କର୍ମ ହୋଇଥିବାର ସୂଚନା ଆମକୁ ଅତି ସହଜରେ ମିଳିଯାଏ । ତେବେ ଜଘନ୍ୟ ଦୁଷ୍କର୍ମକୁ ରୋକିବା ଲାଗି ସରକାର ଯେତେ କଠୋର ହେଲେ ମଧ୍ୟ ଅପରାଧୀଙ୍କ ଚେତା ପଶୁ ନାହିଁ । ସେମାନେ

ବଲିଉଡ କୋରିଓଗ୍ରାଫରଙ୍କୁ ହତ୍ୟା ଧମକ

ଚାରିଆଡେ ହତ୍ୟା ଧମକ ଅଭିଯୋଗ ଚାଲିଥିବା ବେଳେ ବର୍ତ୍ତମାନ ବଲିଉଡରେ ମଧ୍ୟ ଜଣେ ନାମୀଦାମୀ ଡ୍ୟାନ୍ସ କୋରିଓଗ୍ରାଫରଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିବାର ସୂଚନା ମିଳିଛି । ଉକ୍ତ ଡ୍ୟାନ୍ସ କୋରିଓଗ୍ରାଫର ହେଉଛନ୍ତି ଗଣେଶ ଆଚାର୍ୟ୍ୟ । ସେ ଅମ୍ବୋଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆମ୍ବୋଲି ଥାନାର ବରିଷ୍ଠ ଇନସ୍ପେକ୍ଟର ଭାରତ ଗାୟକଓ୍ଵାଡ୍ କହିଛନ୍ତି ଯେ ଏ ମାମଲାର ତଦନ୍ତ ଚାଲିଛି । ତାଙ୍କର ଅଭିଯୋଗ

Top