You are here
Home > ଅଧିକ ଖବର

ନବୀନଙ୍କୁ୍ୁ ଧମେନ୍ଦ୍ରଙ୍କର ଆହ୍ୱାନ , ଉଜ୍ୱଳାରେ କେଉଁଠି ହୋଇଛି ଦୁର୍ନିତୀ ଗାଁ କୁ ଚାଲ ଦେଖିବା

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜବାବ ଦବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ବିଭାଗକୁ ଟାଗଟେ କରିବା ପରେ ସେ ଏହାର ଜବାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ଉଜ୍ୱଳା ଯୋଜନା ଓ ସ୍କିଲ ଇଣ୍ଡିଆରେ ଦୁର୍ନିତୀ ହୋଇଛି ଏହି କଥା ପ୍ରଧାନମନ୍ତ୍ରୀ ଭୁଲିବା କଥା ନୁହେଁ । ପେଟ୍ରୋଲ ଓ ଡିଜେଲର ଦର ଆକାଶ ଛୁଆଁ ହୋଇଛି । ଏଥିରେ ସାଧାରଣ ଲୋକେ କ୍ଷତିଗ୍ରସ୍ତ

ସ୍କୁଲ ଫେରିବେ ଶିକ୍ଷକ

ଭୁବନେଶ୍ୱର, ଦୀର୍ଘ ୩୯ ଦିନ ଧରି ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନ ଚଳାଇବା ପରେ ସେମାନହ୍କ ଦାବୀ ପୂରଣ ହୋଇପାରିଲା ନାହିଁ । ଆନ୍ଦୋଳନ ଅବ୍ୟାହତ ରଖିବାକୁ ଏହି ମଞ୍ଚ ଶେଷରେ ବାଧ୍ୟ ହୋଇ ଆନ୍ଦୋଳନ ତରିକାରେ ପରିବର୍ତ୍ତନ କରିଛନ୍ତି । ସ୍କୁଲକୁ ଫେରି ପାଠ ପଢାଇବା ପାଇଁ ନିଷ୍ପ୍୍ତି ନେଇଛନ୍ତି । ସରକାରଙ୍କ ସହ ସେମାନଙ୍କର ଏକାଧିକ ବାର ଆଲୋଚନା ହୋଇଥିଲେ ବି ତାହା ବିଫଳ ହୋଇଥିଲା

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ବାଲିଗୁଡା, କନ୍ଧମାଳ ଜିଲ୍ଲାରେ ପୁଣି ଏକ ନାବାଳିକା ଦୁଷ୍କର୍ମ ଘଟଣା ଘଟିଛି । ବାଲିଗିଡା ଜଙ୍ଗଲରୁ ନାବାଳିକାର କ୍ଷତାକ୍ତ ମୃତ ଶରୀର ମିଳିଛି । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୁଚନାରୁ ପ୍ରକାଶ, ନାବାଳିକା ଜଣଙ୍କ ସକାଳୁ ସ୍କୁଲରୁ ଫେରି ଶୌଚ ହେବାକୁ ଯାଇଥିଲା । ଦୀର୍ଘ ସମୟ ଧରି ପେଂରିନଥିବାରୁ ଥାନାରେ ପରିବାର ଲୋକେ ଏତଲା ଦେଇଥିଲା । କୋଟାଗଡ ପୋଲିସ ଖବର

ଅଭିଜିତଙ୍କ ମାମଲାରେ ଗୃହ କମିଟିର ଡିଜିପି, ଗୁଇନ୍ଦା ନିର୍ଦ୍ଦେଶକ, ଦୁଇ ଗଣମାଧ୍ୟମକୁ ନୋଟିସ

ଭୁବନେଶ୍ୱର, ଓଡିଶାର ସଂସ୍କୃତି ଓ ଐତିହ୍ୟକୁ ତାଚ୍ଛଲ୍ୟ କରିବା ଏବଂ ବିଧାୟକ ମାନଙ୍କୁ ବୁଦୁ ବୋଲି କହିବା ଘଟଣାରେ ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ବିଧାନସଭାରେ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି । ଏହି ନୋଟିସ କୁ ଭିତ୍ତ୍ କରି ସଂପୃକ୍ତ ବ୍ୟକ୍ତି ସ୍ୱାଧିକାର ଭଙ୍ଗ କରିଛନ୍ତି କି ନାହିଁ ସେ ସଂପର୍କରେ ଯାଞ୍ଚ କରି ବିଧାନସଭାକୁ ରିପୋର୍ଟ ଦେବାକୁ ବାଚସ୍ପତି ଏକ ଗୃହ କମିଟି ଗଠନ

୫ବର୍ଷର ଶିଶୁ ସହ ୫୦ ବର୍ଷୀୟ ବୃଦ୍ଧଙ୍କ ଦୁଷ୍କର୍ମ

ମହାରାଷ୍ଟ୍ର, ମହାରାଷ୍ଟ୍ରରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି । ଜଣେ ୫୦ ବର୍ଷୀୟ ବୃଦ୍ଧ ଜଣେ ୫ ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଠାଣେରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି, ଭିବଣ୍ଡୀ ଅଞ୍ଚଳର ଜଣେ ୫୦ ବର୍ଷୀୟ ବୃଦ୍ଧ । ଏହି ଖବର ମିଳିବା ପରେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି । ସୁଚନାରୁ

ଉତ୍ତର ଓଡିଶାରେ ପ୍ରବଳ ଛେଚିବ, ୯ଟି ଜିଲ୍ଲାକୁ ସର୍ତକ ସୂଚନା

ଭୁବନେଶ୍ୱର, ଆଜି ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ବାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ,

ଧମେନ୍ଦ୍ରଙ୍କ ଦେଲେ ନୂଆ ତଥ୍ୟ

ଭୁବନେଶ୍ୱର,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଦଳ ପକ୍ଷରୁ  ଆୟୋଜିତ ଦୁଇଟି ସାଧାରଣ ସଭାରେ ଉଦବୋଧନ ଦେବେ । ଗତ ଥର କଟକ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ । କିନ୍ତୁ ଇତି ମଧ୍ୟରେ ରାଜନୀତି ନଦୀରେ ବହୁ ପାଣି ବହିଗଲାଣି । ଏଣୁ ପ୍ରଧାନମନ୍ତ୍ରୀ ନବୀନଙ୍କ ଉପରେ ପୂର୍ବ ପରି ବର୍ଷିବେ କି ନାହିଁ ତାକୁ

ନାଗିନ ନାଚ ବେଳେ ଜୀବନ ଗଲା, ସୋସିଆଲ ମିଡିଆରେ ହେଲା ଭାଇରାଲ

ବଲାଙ୍ଗୀର, ମୃତ୍ୟୁ କେତେବେଳେ କେଉଁଠି ଆସେ ତାହା କହିବା ସତରେ ମୁସ୍କିଲ । ଏମିତି ଏକ ମୃତ୍ୟୁ ଖବର ପଦାକୁ ଆସିଛି ଯାହା ଶୁଣିବା ମାତ୍ରେ ଆପଣ ସ୍ତମ୍ବିଭୂତ ହୋଇଯିବେ । ନାଚୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡା ପଞ୍ଚାୟତସର୍ଗୁଲ ଗ୍ରାମରେ ଜଣେ ଯୁବକ ନାଚୁଥିବା ବେଳେ କଚାଡି ହୋଇ ପଡିଯାଇଥିଲେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ୨୧

ନିଶା ଦେଇ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କଲେ ଦମ୍ପତି

ଗୋପ: ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଗୁପଚୁପ ବିକାଳି ଓ ତାଙ୍କ ପତ୍ନୀ ମିଶି ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରି ଭାଇରାଲ କରିବାର ଅଭିଯୋଗ ହୋଇଛି । ପୀଡିତା ଜଣଙ୍କ ଏନେଇ ଗୋପ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୁକ୍ତ ଗୁପଚୁପ ବ୍ୟବସାୟୀ ହେଉଛନ୍ତି ବୋଣିପୁର ଗ୍ରାମର ମାନସ କୁମାର । ସୂଚନାରୁ ପ୍ରକାଶ, ଗୋପ କଲେଜରେ ପୀଡିତା

୨୨ ଯାଏଁ ବର୍ଷିବ, ସର୍ତକ ରହିବାକୁ ସୂଚନା

ଭୁବନେଶ୍ବର, ସାମୁଦ୍ରିକ ଝଡ଼ ‘ଡାଏ’ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହି ଝଡ଼ ଏବେ ଦକ୍ଷିଣ ଓଡ଼ିଶାର ଟିଟିଲାଗଡ଼ଠାରୁ ୬୫ କିଲେମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଘଣ୍ଟାକୁ ୨୬ କିଲୋମିଟର ବେଗରେ

ସରକାରଙ୍କ ସହ ଶିକ୍ଷକଙ୍କ ଆଲୋଚନା ପୁଣି ବିଫଳ

ଭୁବନେଶ୍ୱର, ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ସହ ଆଜି ସନ୍ଧ୍ୟାରେ ସରକାରଙ୍କ ସହ ଆଲୋଚନା ହୋଇଥିଲା । ହେଲେ ଏହି ଆଲୋଚନା ବିଫଳ ହୋଇଥିବା ମଞ୍ଚ ପ କ୍ଷରୁ କୁହାଯାଇଛି । ସରକାର ଶିକ୍ଷକମାନଙ୍କର କୌଣସି ଦାବୀ ମାନିବାକୁ ପ୍ରସ୍ତୁତ ହେଲେ ନାହିଁ । ଏଣୁ ଆନ୍ଦୋନ ପୂର୍ବ ପରି ଜାରି ରହିବ । ଶିକ୍ଷକମାନଙ୍କ ଆନ୍ଦୋଳନ ଆଗଷ୍ଟ ୧୬ରୁ ଆରମ୍ଭ ହୋଇ ଆବ୍ୟହତ ରହିଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇସ୍ତପା ଦାବିକଲା ବିଜେପି

ଭୁବନେଶ୍ୱର, ତାରିଖ ସଂଧ୍ୟାରେ କେନ୍ଦୁଝର ଜିଲ୍ଲାର ରାମଚଚନ୍ଦ୍ରପୁର ଥାନା ପଦନା ଗାଁରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଓରଫ ଟୁଲକୁ ଛଡାଇ ନେବା ଭଳି ଭୟଙ୍କର ଅସାମାଜିକ କାଣ୍ଡ ଘଟାଇଥିବା ଅଭିଯୋଗରେ ବୁଧବାର ସଂଧ୍ୟାରେ ଗଣଶିକ୍ଷା ମବୀ ବଦ୍ରି ପାତ୍ରଙ୍କ ପୁଅ ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଦେବାଶିଷ ପାତ୍ରଙ୍କ ଗିରଫଦାରୀ ଘଟଣା ଶାସକ ଦଳର ଅପରାଧପ୍ରବଣତାକୁ ପ୍ରମାଣିତ କରିଛି

କେବଳ ଅଭିଜିତ ନୁହେଁ ବୈଜୟନ୍ତଙ୍କ ନାଁରେ ମଧ୍ୟ ହେଲା ମାମଲା

ଭୁବନେଶ୍ୱର, କୋର୍ଣାକ ଥାନାରେ ଉଭୟ ବୈଜୟନ୍ତ ପଣ୍ଡା ଓ ତାଙ୍କ ବନ୍ଧୁ ଅଭିଜିତ ଆୟର ମିତ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗତ ୧୫ ତାରିଖରେ ବୈଜୟନ୍ତ ତାଙ୍କ ହେଲିକାପ୍ଟରରେ ବନ୍ଧୁ ଅଭିଜିତଙ୍କୁ ଧରି କୋଣାର୍କ ମନ୍ଦିର ଯାଇଥିଲେ । ସେଠାରେ କୋଣାର୍କର କାରୁକାଯ୍ୟକୁ ଆକ୍ଷେପ କରିବା ସହ ଓଡିଆ ଲୋକଙ୍କ ଧାର୍ମିକ ଓ ଐତିହ୍ୟ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଟ୍ୱିଟରେ ଭିଡିଓ ଭାଇରାଲ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ନାନରେ ଆଜି ସ୍ୱଚ୍ଛତା ଏକ ଜନ ଆନ୍ଦୋଳନ ରୁପ ନେଇଛି -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ବିଜେପି ପକ୍ଷରୁ ବରମୁଣ୍ଡା ବସଷ୍ଟାଣ୍ଡ ଠାରେ ଆୟୋଜିତ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି କି, ୨୦୧୪ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରିୟ ବିଷୟ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନ କରିବା ଦେଶର ପ୍ରଧାନମବୀ ନରେନ୍ଦ୍ର ମୋଦି ପାଇଁ ଆହ୍ୱାନ ଦେଇଥିଲେ । ସେହି ମହାନ ଉଦ୍ଦେଶ୍ୟରେ ଅନେକ ସ୍ୱେଛାସେବି ମାନେ ସ୍ୱଛତାକୁ

ପ୍ରେମିକର ଯୌନାଙ୍ଗକୁ କଇଁଚିରେ କାଟିଲେ ବାପ ଓ ଭାଇ

ଗୋରଖପୁର, ଉତ୍ତରପ୍ରଦେଶର ଗୋରଖପୁରରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ଝିଅ ସହ ଅତି ଅଶୋଭନୀୟ ଅବସ୍ଥାରେ ଜଣେ ଯୁବକକୁ ଦେଖି ବାପ ଓ ଦୁଇ ଭାଇ ମିଶି ସଂପୃକ୍ତ ଯୁବକର ଯୌନାଙ୍ଗକୁ କଇଁଚିରେ କାଟି ଦେଇଥିବା ସୂଚନା ମିଳିଛି । ଖବର ମିଳିବା ପରେ ଉଭୟ ବାପ ଓ ପୁଅକୁ ପୁଲିସ ଗିରଫ କରିଛି । ଆହତ ଯୁବକ ହେଉଛନ୍ତି ଗୋରଖପୁରର ମହୁଆ ଡାବର ଗ୍ରାମର

Top