You are here
Home > ବଡ଼ଖବର > ଯାଜପୁର ୩୦ ନମ୍ବର ଜୋନ୍ ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ

ଯାଜପୁର ୩୦ ନମ୍ବର ଜୋନ୍ ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ୩୦ ନମ୍ବର ଜୋନ୍ ଜିଲ୍ଲାପରିଷଦରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି । ଏଠାରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ କଂଗ୍ରେସ ୩ୟ ସ୍ଥାନକୁ ଖସି ଯାଇଛି । ନିର୍ବାଚନ ଫଳାଫଳ ଅନୁସାରେ ବିଜେଡି ପ୍ରାର୍ଥୀ ବିଶ୍ୱ ପ୍ରତାପ ମିଶ୍ର ବିଜେପି ପ୍ରାର୍ଥୀଙ୍କଠାରୁ ୬୧୧୭ ଭୋଟ୍ରେ ବିଜୟୀ ହୋଇଛନ୍ତି । ଏହି ଉପନିର୍ବାଚନରେ ୨୧୬୩୩ ଜଣ ଭୋଟ୍ ଦେଇଥିଲେ । ବିଜେଡି ୧୨୭୯୯ ଭୋଟ୍ ପାଇଥିବଳା ବେଳେ ବିଜେପି ୬୬୮୨ ଓ କଂଗ୍ରେସ୍କୁ ୧୭୮୦ ଭୋଟ୍ ମିଳିଛି ।

Loading...
ONA

Leave a Reply

Top