ସ୍କୁଲ ଶିକ୍ଷକଙ୍କ ବୁଲିବା ଉପରେ ଲାଗିଲା ଲଗାମ, ସ୍କୁଲରେ ଲାଗିବ ବାୟୋମେଟ୍ରିକ

Share on FacebookShare on TwitterShare on Linkedin ଭୁବନେଶ୍ୱର: ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀମାନେ ଅଫିସ ସମୟରେ ବୁଲିବାରେ ଲଗାମ ଲାଗିବ । ସେମାନେ ମନଇଚ୍ଛା ଆଉ ଅଫିସ ସମୟରେ ଯାଇପାରିବେ ନାହିଁ । ଏପରିକି କେଉଁ କର୍ମଚାରୀ କେତେବେଳେ କଲେଜ ଓ ସ୍କୁଲ ଆସୁଛନ୍ତି, କେତେବେଳେ ଯାଉଛନ୍ତି ସେସବୁର ଟିକିନିକି ଖବର ରଖାଯିବ । ଶିକ୍ଷକ ତଥା ଶିକ୍ଷା କର୍ମଚାରୀ ଉପସ୍ଥାପନ ପାଇଁ ରାଜ୍ୟର ସବୁ ହାୟର ସେକେଣ୍ଡାରୀ ସ୍କୁଲ(ଜୁନିୟର କଲେଜ)ରେ ଲାଗିବ … Continue reading ସ୍କୁଲ ଶିକ୍ଷକଙ୍କ ବୁଲିବା ଉପରେ ଲାଗିଲା ଲଗାମ, ସ୍କୁଲରେ ଲାଗିବ ବାୟୋମେଟ୍ରିକ