ସର୍ବସମ୍ମୁଖରେ ପିଟିପିଟି ହତ୍ୟା…

ନୂଆଦିଲ୍ଲୀ : ଆମ ଦେଶରେ ମହିଳାମାନଙ୍କୁ ସମ୍ମାନ ଦେବା ଲାଗି କୁହାଯାଏ । ମାତ୍ର ମହିଳାମାନଙ୍କୁ ପୂଜା କରାଯାଏ ନା ଦୁଷ୍କର୍ମ କରାଯାଏ ତାହା ଆପଣମାନେ ଖୁବ ଭଲଭାବେ ଅନୁମାନ କରିପାରୁଥିବେ । ତେବେ ସବୁଠାରୁ ଦୁଃଖଦ ଏବଂ କଷ୍ଟଦାୟକ କଥା ଯେ, କେବଳ ଦୁଷ୍କର୍ମ ମହିଳା ମାନଙ୍କ ସହ ନୁହେଁ ବରଂ ୬-୭ ମାସ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଦୁଷ୍କର୍ମ ଶିକାର ହେଉଥିବାର ଦେଖିବାକୁ ମିଳୁଛି । ଯେଉଁଠି ମହିଳାମାନଙ୍କୁ ଦେବୀ ପରି ପୂଜା କରାଯାଏ ସେଇଠାରେ ହିଁ ମହିଳାମାନଙ୍କୁ ଦୁଷ୍କର୍ମ ମଧ୍ୟ କରାଯାଏ । ତେବେ ଦୁଷ୍କର୍ମ ପରି ଏକ ଘୃଣ୍ୟ କାମକୁ ସରକାର କାହିଁକି କଠୋର ଦଣ୍ଡ ଅନୁପ୍ରଣିତ କରୁନାହାନ୍ତି ତାହା ନେଇ ସାଧାରଣରେ ଅନେକ ଥର ପ୍ରଶ୍ନ ସୃଷ୍ଟି ହେଉଛି । କେବଳ ଆମ ଦେଶକୁ ଛାଡି ଦେଲେ ଅନ୍ୟ ଅନେକ ଦେଶ ରହିଛି ଯେଉଁଠି ବଳକ୍ରାରୀମାନଙ୍କୁ ଏପରି ଦଣ୍ଡ ଦିଆଯାଏ ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଦେଶରେ କେଉଁ ପ୍ରକାରର ଦଣ୍ଡ ଦିଆଯାଏ ।
୧. ଇରାନ – ଇରାନରେ ଏକ ଏପରି ଦେଶ ଅଛି, ଯେଉଁଠାରେ ବଳକ୍ରାରୀମାନଙ୍କୁ ଏପରି ଦଣ୍ଡ ଦିଆଯାଏ ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ । ତେବେ ଏହି ଦଣ୍ଡ ସମସ୍ତଙ୍କ ସାମନାରେ ଦିଆଯାଏ । ଯଦି କେଉଁ ବଳକ୍ରାରୀଙ୍କୁ ଫାଶୀ ଦଣ୍ଡ ଦିଆଯାଏ ତେବେ ସେମାନଙ୍କୁ ସର୍ବ ସମ୍ମୁଖରେ ଦିଆଯାଏ ।ଏପରି ଦଣ୍ଡ ଏଥିପାଇଁ ଦିଆଯାଏ ଯେପରି ଅନ୍ୟ ବଳକ୍ରାରୀ କିମ୍ବା ବଳକ୍ରାର ଉଦ୍ୟମ କରୁଥିବା ଥିବା ବ୍ୟକ୍ତି ଏହାକୁ ଦେଖି ଡରିବା ସହ ସଜାଗ ହୋଇପପାରିବ ।
୨. ୟୁଏଇ – ୟୁଏଇରେ ବଳକ୍ରାରୀମାନଙ୍କୁ ସର୍ବ ସମ୍ମୁଖରେ ଫାଶୀ ଦିଆଯାଏା ଯେଉଁ ପର୍ଯ୍ୟନ୍ତ ବଳକ୍ରାରୀଟି କଷ୍ଟ ପାଇବା ସହ ତଡପିକି ନ ମରିଛି ସେ ଯାଏଁ ତାକୁ ସେପରି ଓହଳା ଯାଇଥାଏ । ଏବଂ ତଡପି ତଡପି ମରିବ ।
୩. ସାଉଦୀ ଆରବ – ଦେଶର ସବୁଠାରୁ କଷ୍ଟଦାୟକ ଏବଂ ନର୍କ ଭଳି ଦଣ୍ଡ ଦିଆଯାଉଥିବା ଦେଶ ହେଉଛି ସାଉଦୀ ଆରବ । ଏଠାରେ ବଳକ୍ରାରୀଙ୍କୁ ସର୍ବସମ୍ମୁଖରେ ତାର ମୁଣ୍ଡକୁ ସେ ଯାଏଁ ଆଘାତ କରାଯାଏ ଯେଉଁ ଯାଏ ତାର ନିଶ୍ୱାସ ବନ୍ଦ ନହୋଇଛି କିମ୍ବା ମରି ନ ଯାଇଛି । ତେବେ ଏପରି କଷ୍ଟଦାୟକ ଦଣ୍ଡ ଦେଖି କେହି କେହି ବଳକ୍ରାରୀ ମାଡ ଖାଇବା ପୂର୍ବରୁ ମୃତ୍ୟୁକୁ କାକୁତିମିନତି ହୋଇ ଡାକୁଥିିବାର ଦେଖିବାକୁ ମିଳେ ।
୪. ଉତ୍ତର କୋରିଆ – ଉତ୍ତର କୋରିଆ ଏପରି ଏକ ଦେଶ ଯେଉଁ ଠାରେ ବଳକ୍ରାରୀମାନଙଅକୁ ପ୍ରତି କୌଣସି ଦୟା ଦେଖାଯାଏନାହିଁ । କିନ୍ତୁ ଦେଖିବାକୁ ଗଲେ ଏହି ଦେଶରେ ସବୁଠାରୁ ଅଧିକ ବଳକ୍ରୀର ହେଉଥିବାର ଦେଖିବାକୁ ମିଳେ । ଏଠାରେ ବଶକ୍ରାରୀଙ୍କୁ ସର୍ବସମ୍ମୁଖରେ ଠିଆ କରି ସିଧା ଗୁଳି ମାରି ଦିଆଯାଏ ।

LEAVE A REPLY

Please enter your comment!
Please enter your name here