ଜୁସ ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ..

ଅନେକ ଲୋକ ଫଳ ଖାଇବା ଠାରୁଅଧିକ ଜୁସ ପିଇବାକୁ ପସନ୍ଦ କରିଥାନ୍ତି । କାରଣ ଅନେକ ଭାବନ୍ତି ଜୁସ ପିଇଲେ ଶରୀରକୁ ଅଦିକ ଲାଭ ମିଳେ । ତେବେ କହିବାକୁ ଗଲେ ଏହା ପୂରା ଓଲଟା । କିଛି କାରଣ ରହିଛି ଯାହାଦ୍ୱାରା ଆପଣ ଜାଣିପାରିବେ କେତେ ଉପକାରୀ ଏହି ଜୁସ । ତେବେ ଚାଲନ୍ତୁ ଜାଣିବା ଅଧିକ ଜୁସ ପିଇଲେ କଣ ହେବ ।
୧. ସେଓ ଓ ଅଙ୍ଗରୁ ଡାଇବେଟିସ ଲୋକଙ୍କ ପାଇଁ ଉପକାରୀ । ମାତ୍ର ଏହାକୁ ମିଶାଇ ଜୁସ କରି ପିଇଲେ ଏହାର ଓଲଟା ପରିଣାମ ମିଳିଥାଏ । ଜୁସରେ କ୍ୟାଲୋରୀ ମାତ୍ରା ଅଧିକା ଥାଏ । ଏଥିସହ ଏଥିରେ କନସ୍ଟୋଟିଡର ମାତ୍ରା ମଧ୍ୟ ଅଧିକ ଥାଏ । ସେପଟେ ଜୁସରେ ଫାଇବର ଥାଏ, ଯାହାଦ୍ୱାରା ଜୁସ ପିଅଲେ ଆମକୁ ସଙ୍ଗେସଙ୍ଗେ ସୁସ୍ଥ ଲାଗିଥାଏ ।
୨. ଫଳ ହିସାବରେ ଜୁସରେ ଜଲଦୀ କଜ୍ୟୁମ କରିନିଏ ଫଳରେ ଏହା ସଙ୍ଗେସଙ୍ଗେ ଶରୀର ଉପରେ ପ୍ରଭାବ ପକାଇବା ସହ କାର୍ବøାହାଇଡ୍ରେଡର ପରିମାଣ ମଧ୍ୟ ଅଧିକ ରହିଥାଏ । । ଏକ ଗବେଷଣାରୁ ଜଣା ପଡିଛି ଯେ, ଯେଉଁ ବ୍ୟକ୍ତି କାଇବା ପୂର୍ବରୁ ଗୋଟିଏ ସେଓ କାଏ ତାଙ୍କୁ ବେଶୀ ଭୋକ ଲାଗିଥାଏ । କିନ୍ତୁ ସେଇଠି ଯେଉଁ ବ୍ୟକ୍ତି ଖାଇବା ପରେ ଗୋଟିଏ ସେଓ ଖ।।ନ୍ତି ତାଙ୍କୁ କମ ଭୋକ ଲାଗିଥାଏ ।
୩. ଜୁସକୁ ପ୍ରତିଦିନ ପିଇବା ଅନାବଶ୍ୟକ । କିନ୍ତୁ ଲୋକେ ଏହା ଭାବିକି ସବୁବେଳେ ଜୁସ ପିଅନ୍ତି କି ସେମାନଙ୍କୁ ଲାଗେ ଜୁସ ହେଉଛି ପ୍ରୋଟିନରେ ଭରପୁର । ତେବେ ଏପରି କିଛି ବି ନାହିଁ ଯାହା ପ୍ରମାଣ କରିଦେବ ଜୁସ ହିଁ ସବୁଠାରୁ ସୁସ୍ଥାପେଯାଗୀ ।

ଆବଶ୍ୟକତାଠାରୁ ଅଧିକ ପରିମାଣର ବାଦାମ ଖାଉଛନ୍ତି କି, ଜାଣି ନିଅନ୍ତୁ କେଉଁ ରୋଗରେ ପଡିବେ….