ଜାଣନ୍ତୁ ଆଜିର ରାଶିଫଳ

https://www.facebook.com/nnsodia/videos/267154983995629/?t=5

ମେଷ: ଯାତ୍ରାକାଳିନ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି ।ପଥରୋଧର ସମ୍ମୁଖିନ ହୋଇପାରିବେ ।ଅଜଥା ବିବାଦରେ ଛନ୍ଦି ହୋଇ ପଡିବେ । ମୂଲ୍ୟହିନ ବିତର୍କରେ ଭାଗନେବା ଅନୁଚିତ । କେବଳ ଭାଷା ମଧୁମୟ ହେବ ।
ବୃଷ: ଈପ୍ସିତ କାର୍ଯ୍ୟକୁ ସହଜରେ ଗ୍ରହଣ କରିପାରନ୍ତି । ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ସରକାରୀ ସ୍ଥରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ମିଳିପାରେ । ସୁ-ସମ୍ବାଦ ପାଇବେ ।
ମିଥୁନ: ବିପତମୁକ୍ତ ହୋପାରନ୍ତି ।ଶ୍ରମ ସାର୍ଥକ ହେବ । ସୁ-ସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ ଆର୍ଥିକ କର୍ମକ୍ଷେତରେ ସଫଳତା ମିଳିବ । ୍ରକର୍କଟ: ଅଭିଳାଷ ପୁରଣ ହେବ । ସତ୍ସଙ୍ଗୀ ହୋଇପାରିବେ । ପରିବାର ଅଶାନ୍ତି ଦୁର ହୋଇଯିବ । ସେଥିରେ କୌଣସି କାମରୁ ଆପଣଙ୍କୁ ବଡ ଲାଭ ମିଳିପାରେ । ଆପଣଙ୍କ ପାଇଁ ଶୁଭରଙ୍ଗ ଗୋଲାପି
ସିଂହ: ଶତ୍ରୁତାର ଅବସାନ ଘଟିପାରେ । ଭ୍ରମଣ ଯୋଗ ରହିଛି ।ନିଜ କଥା ବାର୍ତ୍ତା ଉପରେ ଟିକେ ସନ୍ତୁଳନ ରଖିବେ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ । ଅପଣଙ୍କ ଶୁଭରଙ୍ଗ ଧଳା ଅଟେ । ଆଜି ଆପଣ ମା ଅମ୍ବିକାକୁ ଆରାଧନା କରନ୍ତୁ
କନ୍ୟା: ଦୁର‌୍ୟୋଗକୁ ଏଡାଇ ଆଗକୁ ବଢିପାରନ୍ତିି । ବନ୍ଧୁ ମିଳନ ହେବାର ସୂଚନା ମିଳୁଛି ।ପ୍ରତିଷ୍ଠିତ ଲୋକଙ୍କ ସହ ମିସିବାର ଅବସର ପାଇବେ ।ନେତାମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଟେ । ଛାତ୍ର ଙ୍କୁ ଆଜି କିଛି ନୂଆ ଶିଖିବାକୁ ମିଳିବ ।ଲକ୍ଷ୍ମୀ ନାରାୟଣଙ୍କୁ ଏବଂ ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଆରାଧନା କରନ୍ତୁ ।
ତୁଳା:ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ମନ ଭିତରେ ଅହଂଭାବ ଜାଗ୍ରତ ହୋଇପାରେ । ନୂଆ କାମ ହାତକୁ ନେଇ ପାରନ୍ତି । କିଛି ଉଧାର ଦେଇଥିବା ପଇସା ଫେରସ୍ତ ପାଇପାରନ୍ତି । ପ୍ରେମ ପ୍ରସଂଙ୍ଗରେ ପ୍ରଗାଡତା ଆସିପାରେ । ଆଜି ମଜେଣ୍ଡା ରଙ୍ଗର ବସ୍ତ୍ର କରିଧାନ କରନ୍ତୁ ସୂର୍ଯ୍ୟଦେବଙ୍କୁ ଙ୍କୁ ଆରାଧନା କରନ୍ତୁ ।
ବିଛା:ଦିନଟି ଆପଣଙ୍କ ପାଇଁ ସହଜ ହେବ । କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି । ମାଁ ପାଟଣେଶ୍ୱଙ୍କୁ ପୂଜା କରନ୍ତୁ ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ ।
ଧନୁ:ଆଜି ଆପଣ ସଫଳତାର ସହ ରହିବ । ଆୟ ବୃଦ୍ଧି ହେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । କେତେକ କ୍ଷେତ୍ରରେ ଭୁଲ ବୁଝାବଣା ହୋଇପାରେ ନିଜର କେହି ଅଧିକ ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବାର ଆଶା ରହିଛି ।କୌଣସି ଗୁରୁତ୍ୱପୂଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକିବାର ସମ୍ଭାବନା ରହିଛି ।
ମକର: ଆଜି ଆପଣଙ୍କୁ ମାନଶିକ ଶାନ୍ତି ମିଳିପାରେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରିବେ । ଆର୍ଥୀକ କ୍ଷେତ୍ର ସ୍ୱଚ୍ଛଳ ରହିବ । ସକାଳୁ ଶ୍ରୀ ଗଣେଷ ଙ୍କୁ ପୁଜା କରନ୍ତୁ ଦିନଟି ମଙ୍ଗଳମୟ ରହିବ ।
କୁମ୍ଭ:ନିଜର ମନୋଭାବକୁ ନିୟନ୍ତ୍ରଣ ରଖନ୍ତୁ । ଅପ୍ରିୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଜି କାର୍ଯ୍ୟ ଆଜି ନକରି କାଲି କରିବାକୁ ମନସ୍ଥ କରିପାରନ୍ତି ।ଆଜି ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ମାଁ ବିରଜାଙ୍କୁ ଆରାଧନା କରନ୍ତୁ ଦେଖିବେ ଦିନଟି ମଙ୍ଗଳ ମୟ ହେବ ।
ମୀନ: ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ମନ ବଳାଇ ପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବ । ଚିନ୍ତାଧାରା ସମାପ୍ତ ହୋଇଯିବ ।ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ ଦେଖିବେ ଦିନଟି ଶୁଭ ହେବ ।

ମତାମତ ଦିଅନ୍ତୁ

Please enter your comment!
Please enter your name here