ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏଏସଆଇଙ୍କୁ ନିଲମ୍ବିତ କଲେ ଏସପି

ବରଗଡ଼: ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବରଗଡ଼ ଏସପି ଜଣେ ଏଏସଆଇକୁ ସସପେଣ୍ଡ କରିଥିବା ଖବର ଆସିଛି । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନ।। ଅଂଚଳରେ । ନାବାଳିକାଙ୍କ କହିବା ଅନୁଯାଇ ରିକୁ ନାଗ ନାବକ ଜନୈକ ବ୍ୟକ୍ତି ତାଙ୍କୁ ଅପହରଣ କରି ସୋହେଲା ନେଇଯାଇଥିଲେ । ସେଠାରେ ତାଙ୍କୁ ଏଏସଆଇ ବନମାଳି କୁଅଁରଙ୍କ ଭଡ଼ା ଘରେ ଦୁଷ୍କର୍ମ କରିଥିବା ନାବାଳିକା ଜଣକ କହିଥିଲେ ଏବଂ ଉକ୍ତ ଦିନ ରାତିରେ ଏଏସଆଇ ମଧ୍ୟ ଦୁଷ୍କର୍ମ … Continue reading ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏଏସଆଇଙ୍କୁ ନିଲମ୍ବିତ କଲେ ଏସପି