ଇସ୍ତଫା ଦେଲେ ବର୍ମା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆଜି ଇସ୍ତଫା ଦେଇଛନ୍ତି | ଭାରତୀୟ ପୁଲିସ ସେବା ଆଇପିଏସରୁ ଇସ୍ତଫା ଦେଲେ ବର୍ମା | କାଲି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ହାଇପାୱାର ସିଲେକ୍ସନ ପ୍ୟାନେଲ ପଦରୁ ହଟାଯାଇଥିଲା | ଅଗ୍ନିଶମ ବିଭାଗ ଡିଜି ଭାବେ ବର୍ମାଙ୍କୁ ବଦଳି କରାଯାଇଥିଲା | ତେବେ ଆଜି ସେ ଇସ୍ତଫା ଦେଇଥିବାର ସୂଚନା ମିଳିଛି |

ପୁଣି ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ବର୍ମା

 

ମତାମତ ଦିଅନ୍ତୁ

Please enter your comment!
Please enter your name here