ହାତରୁ ଏହି ସବୁ ଜିନିଷ ଢାଳି ହେଉଛି କି , ହୋଇଯାଆନ୍ତୁ ସାବଧାନ !

https://www.facebook.com/nnsodia/videos/267154983995629/?t=5

ଅନେକ ସମୟରେ ଆମେ ଦେଖିବାକୁ ପାଇଥାଉ ଆମ ଜାଣତରେ ହେଉ ଅବା ଅଜାଣତରେ ହେଉ କିଛି ଜିନିଷ ଆମ ହାତରୁ ଖସି ତଳେ ପଡିଯାଇଥାଏ । ତେବେ ଏହି ସମୟରେ ଆମକୁ ଅନେକ ଲୋକ ଶୁଭ କିମ୍ବା ଅଶୁଭ ବୋଲି ଆକ୍ଷେପ କରିଥାନ୍ତି । ତେବେ ଆମେ ଜାଣି ପାରି ନଥାଉ ଏହା କାହିଁକି ହୋଇଥାଏ । ତେବେ ଚାଳନ୍ତୁ ଜାଣିବା କେଉଁ ଜିନିଷ ପଡିଲେ ଶୁଭ ଓ ଅଶୁଭ ଅଟେ ।
୧. କ୍ଷୀର ଢାଳିବା – କ୍ଷୀର, ଦହି ଏବଂ ଧଳା ରଙ୍ଗର ଜିନିଶ ଚନ୍ଦ୍ରମାଙ୍କ ସହିତ ତୁଳନା କରାଯାଏ । କୁହାଯାଏ କ୍ଷୀର ଉତୁରିଲେ ଘରୁ ଖୁସି ଏବଂ ସମୃଦ୍ଧି ପଳାଏ ବୋଲି । ଘର ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।
୨. ଲୁଣ-  ଲୁଣ ପ୍ରତ୍ୟେକ ଖାଦ୍ୟର ମୂଳ ଉତ୍ପାଦନ ଅଟେ । ଲୁଣକୁ ଖାଇବା ଛଡା କୁପ୍ରଭାବକୁ ମଧ୍ୟ ଦୂର କରିବାରେ ସାହାର୍ଯ୍ୟ କରିଥାଏ । କିଛି ଦେଶରେ ଲୁଣକୁ ଦୁଭର୍ଗ୍ୟ ଓ ଦୁର୍ଦଶାର ସଙ୍କେତ ମାନନ୍ତି । ଆପଣଙ୍କୁ କହି ରଖେ ଲୁଣ ଢାଳିବା ଦ୍ୱାରା ଶୁକ୍ର ଓ ଚନ୍ଦ୍ରମା କମଜୋର ହୋଇଯାଆନ୍ତି । ଏଥିସହ ଗୋଲମରିଚ ହାତରୁ ଢାଳିହେଲେ ଆପଣଙ୍କ ସଂପର୍କୀୟ ଠାରୁ ଦୂରେଇବାର ସମ୍ଭାବନା ରହିଥାଏ ।
୩. ଚାଉଳ – କୁହାଯାଏ ଯଦି ହାତରୁ ଚାଇôଉଳ, ଗହମ ଓ କିଛି ଖାଦ୍ୟ ଶସ୍ୟ ହାତରୁ ଢାଳି ହେଉଛି ତେବେ ଏହାମାନେ ଆପଣଙ୍କ ୁପରେ ଅନ୍ନପୂଣ୍ଣା ର୍ ଦେବୀ ଆପଣଙ୍କ ଅପ୍ରସନ୍ନତା ଅଛନ୍ତି । ଯଦି ଅଜଣାତ ବଶତଃ ଆପଣଙ୍କ ହାତରୁ ଏହି ସବୁ ଜିନିଷ ଢାଳି ହୋଇଯାଉଛି ତ ତେବେ ସଙ୍ଗେ ସଙ୍ଗେ ତାକୁ ଉଠାଇ ମୁଣ୍ଡରେ ଲଗାି ମା’ ଅନ୍ନପୂଣ୍ଣା ର୍ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ।
୪. ସିନ୍ଦୁର ଢାଳିବା : ସିନ୍ଦୁର ଢାଳିଗଲେ ତାଙ୍କୁ ସବୁଠାରୁ ବଡ ଅଶୁଭ ବୋଲି କୁହାଯାଏ । ଏହା ହେଲେ କୌଣସି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ଏତିସହ ଆପଣଙ୍କ ଧନ ଓ ସମ୍ପତ୍ତିରେ କ୍ଷୟକ୍ଷତି ଘଟିଥାଏ ।

ମତାମତ ଦିଅନ୍ତୁ

Please enter your comment!
Please enter your name here