ସାବଧାନ! ୧୮ ଜିଲ୍ଲାକୁ ବଜ୍ରପାତ ବିପଦ

Lightning bolts in night sky
https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ପାଣିପାଗ ବିଭାଗ ପକ୍ଷରୁ ୧୮ ଜିଲ୍ଲାକୁ ସନ୍ଧ୍ୟା ୫.୪୫ ଯାଏଁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ ଝଡ଼ ତୋଫାନ ସହ ବଜ୍ରପାତର ସମ୍ଭାବନା ରହିଛି । ସେଥିପାଇଁ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଅନୁଗୁଳ, ସୋନପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବୌଦକୁ ସତର୍କ କରାଯାଇଛି । ଏଥିସହ ଭୁବନେଶ୍ୱର, କଟକରେ ବି ବର୍ଷା ସମ୍ଭାବନା ରହିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here