ପୁଣି ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ବର୍ମା

ଭୁବନେଶ୍ୱର: ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମାକୁ ଆଜି ପୁଣି ହଟାଇ ଦିଆଯାଇଛି | ସିଲେକ୍ସମନ ପ୍ୟାନଲର ନିଷ୍ପତ୍ତି ଅନୁସାରେ ଏହି ପଦକ୍ଷେପ ନିଆଯାଇଛି | ପୂର୍ବରୁ ସିବିଆଇର ଦୁଇ ପ୍ରମୁଖ ଅଧ୍ୟକ୍ଷ ମଧ୍ୟରେ ବିବାଦ ଯୋଗୁଁ କେନ୍ଦ୍ର ସରକାର ରାତି ଅଧରେ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିଲେ | ଏହା ବିରୋଧରେ ଶ୍ରୀବର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇତିଲେ | ସିବିଆଇ ମୁଖ୍ୟ ଭାବରେ ଜଣେ ଅନୁନ୍ୟା 3 ବର୍ଷ ରହିବାକଥା | … Continue reading ପୁଣି ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ବର୍ମା