ଅଭିଜିତଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: କୋଣାର୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ପୋଷଣ କରି ଆକ୍ଷେପ କରିଥିବା ଅଭିଜିତ ଆୟାର ମିତ୍ରଙ୍କ ସମସ୍ୟା ବଢ଼ିଲା । ସୁପ୍ରିମକୋର୍ଟ ଅଭିଜିତଙ୍କ ଜାମିନକୁ ଖାରଜ କରିଦେଇଛନ୍ତି । ଓଡ଼ିଶା ପୁଲିସ ତାଙ୍କୁ ଗିରଫ କରିବା ପରେ ପ୍ରଥମେ ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ପ୍ରଥମେ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଥିଲେ । ଏହାପରେ ସୁପ୍ରିମକୋର୍ଟ ତାଙ୍କୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଜାମିନ ଦେଇଥିଲେ । ଏହି ସମୟରେ ସେ ଓଡ଼ିଶା ହାଇକୋର୍ଟକୁ ଚାହିଁଲେ ଜାମିନ ପାଇପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ହାଇକୋର୍ଟର ଓକିଲଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ଏଣୁ ଆଜି ତାଙ୍କର ସୁପ୍ରିକୋର୍ଟ ଦେଇଥିବା ଜାମିନ ମିଆଦ ସରୁଥିବାରୁ ଏବଂ ଓଡ଼ିଶା ହାଇକୋର୍ଟରେ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ ଅଭିଜିତ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ କ୍ଷେତ୍ରରେ ସୁପ୍ରିମକୋର୍ଟ ବିଚାର କରି ଧାର୍ମୀୟ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କ ଜାମିନକୁ ଖାରଜ କରିଦେଇଛନ୍ତି । ଫଳରେ ଓଡ଼ିଶା ପୁଲିସ ଦ୍ୱାରା ଅଭିଜିତ ଗିରଫ ହେବା ସମ୍ଭାବନା ଦେଖାଦେଇଛି ବୋଲି କୁହାଯାଉଛି ।
ଅନ୍ୟ ପଟରେ ଓଡ଼ିଶା ବିଧାନସଭା ଗୃହକମିଟି ମଧ୍ୟ ତାଙ୍କୁ ଆସନ୍ତା ୧୧ ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି । ଏହି ନୋଟିସ ଅଭିଜିତ ପାଇ ସାରିଛନ୍ତି । ୧୧ ଆସି ହାଜର ହେବା ପାଇଁ ମଧ୍ୟ ସୂଚନା ମିଳିଛି । ବିଧାୟକମାନଙ୍କୁ ବୁଦୁ ବା ବୋକା କହିବା ଘଟଣାରେ ତାଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆସିଛି । ଏଥିରେ ଆପାତତଃ ପ୍ରମାଣ ଥିବା ଜାଣିବା ପରେ ତାଙ୍କୁ ପକ୍ଷ ରଖିବା ପାଇଁ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଗୃହ କମିଟି ନୋଟିସ ଜାରି କରିଛନ୍ତି । ପୂର୍ବରୁ ଗୃହ କମିଟି ଦୁଇ ଗଣମାଧ୍ୟମର ସମ୍ପାଦକଙ୍କୁ ଡାକି ଅଭିଜିତର ବୟାନକୁ ଯାଞ୍ଚ କରିଛନ୍ତି । ଦୁଇ ସମ୍ପାଦକଙ୍କ ବକ୍ତବ୍ୟ ରେକର୍ଡ ହେବା ପରେ ଅଭିଜିତଙ୍କୁ ଶୁଣାଣି ପାଇଁ ଡାକିଛନ୍ତି ।
ଅଭିଜିତ କୋଣାର୍କ ଆସିଥିଲା ବେଳେ ଭିଡିଓ ସୁଟିଂ କରି ଟ୍ୱିଟର ଛାଡ଼ିଥିଲେ । ଏଥିରେ ସେ କୋଣାର୍କ ସମ୍ପର୍କରେ ଅତି ଅଶାଳିନ ମନ୍ତବ୍ୟମାନ ଦେଇଥିଲେ । ଏପରି କି ଶ୍ରୀମନ୍ଦିର ସମ୍ପର୍କରେ ବି ଧାର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ମତ ରଖିଥିଲେ । ଓଡ଼ିଶା ବିଷୟରେ ବି ପୂର୍ବରୁ କଦର୍ଯ୍ୟ କରି ମତାମତ ଦେଇଥିଲେ । କୋଣାର୍କ ଓ ଶ୍ରୀମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ପରେ ସେ ବିବାଦ ଘେରକୁ ଆସିଥିଲେ । ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲା । କୋଣାର୍କ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ଯାଇଥିଲା । ଦିଲ୍ଲୀ ପୁଲିସ ସହାୟତାରେ ତାଙ୍କୁ ଥାନାକୁ ଆଣି ଗିରଫ କରିଥିଲା । କିନ୍ତୁ ନିୟମ ଅନୁସାରେ ସ୍ଥାନୀୟ କୋର୍ଟରେ ହାଜର କରିବାର ବ୍ୟବସ୍ଥା ଥିବାର ସାକେତ କୋର୍ଟରେ ତାଙ୍କୁ ହାଜର କରାଯାଇ ରିମାଣ୍ଡରେ ନେବାପାଇଁ ଓଡ଼ିଶା ପୁଲିସ ଆବେଦନ କରିଥିଲା । ହେଲେ କୋର୍ଟ ରିମାଣ୍ଡ ଆବେଦନକୁ ଖାରଜ କରିଦେଇ ତାଙ୍କୁ ଜାମିନ ଦେଇଥିଲେ ଏବଂ ସେପ୍ଟେମ୍ବର ୨୮ ସୁଦ୍ଧା କୋଣାର୍କ ଥାନାରେ ହାଜର ହେବା ପାଇଁ କହିଥିଲେ । ପରେ ସେ ସୁପ୍ରିମକୋର୍ଟରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଅନ୍ତରିଣ ଜାମିନ ଆଣୁଥିଲେ ।

1082 ମତାମତ ଦିଅନ୍ତୁ

  1. It’s the best time to make some plans for the future
    and it is time to be happy. I’ve read this post
    and if I could I wish to suggest you some interesting things or tips.
    Maybe you could write next articles referring to this article.
    I want to read more things about it! I am
    sure this paragraph has touched all the internet people, its really really good piece of writing on building up new blog.
    Ahaa, its pleasant dialogue regarding this paragraph at this place at this blog, I have read all that, so at this time me also commenting at this place.
    http://foxnews.co.uk/

  2. The great thing concerning this DVD is that you
    can perform dance exercises anytime, without having a partner.
    There these folks were, anticipating their forthcoming experience and joyously reliving the past
    one — Peter, Susan, Edmund, and Lucy, inside the guises of
    actors William Moseley (now a dashing 20-year-old), Anna Popplewell (a newly
    minted Oxford freshman), Skandar Keynes (with vocal octaves further at 15), and Georgie Henley (approaching teenhood, a good six inches
    taller than we last saw her). The Open Video Project: This is site which has a huge collection of digital video for sharing.

  3. As a result of their hard work, Positive
    View’s events have received coverage from several
    global television networks and also have recently been streamed for online viewing.
    ” It was President Theodore Roosevelt who had given it the name of White House in 1901. Painting is surely an authentic gift due to its durability and utility.

  4. Today, while I was at work, my sister stole my iPad and tested to see if
    it can survive a forty foot drop, just so she can be a youtube sensation. My iPad is now destroyed and she
    has 83 views. I know this is entirely off topic but I had to share it with someone!

  5. Hey there wouhld youu mind letting me know which webhnost you’re utilizing?
    I’ve loaded your blog in 3 completely different browsers
    and I must say this blog loads a lot faster then most.

    Can you suggest a good internet hosting provider at a fair price?
    Thank you, I appreciate it!

  6. Hi! Quick question that’s entirely off topic. Do you know how to make your site mobile friendly?
    My weblog looks weird when viewing from my iphone4.
    I’m trying to find a theme or plugin that might be able to fix this issue.
    If you have any suggestions, please share. Cheers!

  7. [url=http://xenicalgenericbuy.com/]xenical price[/url] [url=http://buymetformin.us.com/]metformin without prescription[/url] [url=http://buylevitra.us.com/]buy levitra[/url] [url=http://colchicine.in.net/]colchicine[/url] [url=http://buypropecia.us.com/]buy propecia[/url]

  8. I do believe all the ideas you have offered to your
    post. They are very convincing and can certainly work.

    Nonetheless, the posts are too brief for newbies.
    May just you please extend them a bit from next time?
    Thank you for the post.

  9. [url=http://abilifybest.us.com/]canadian abilify[/url] [url=http://viagraoffers.us.com/]daily viagra[/url] [url=http://paroxetinebest.us.com/]paroxetine cr 12.5mg[/url] [url=http://amoxicillinbest.us.com/]AMOXICILLIN 250 MG[/url]

  10. There are so many online casinos which you could go and choose his favorite version of
    baccarat or some other casino game. Know the game, your home rules,
    and you will probably realize what to prepare for when you are playing.
    Besides, one distinctive difference between the baccarat in online casinos and in solid land-based
    casinos is the possibility of winning bonus each time you play
    or deposit money into the account. https://www.woocasite.com/taisai

  11. [url=https://va-loan.us.com/]va loan refinance rates[/url] [url=https://mortgage.us.org/]mortgage loans[/url] [url=https://reversemortgage.us.org/]reverse mortgage[/url] [url=https://home-loans.us.com/]home loan interest rate[/url] [url=https://homeworkhotline.us.com/]tutor homework helper[/url]