ପୁଣି ରାଜ୍ୟରେ ଲଜ୍ଜ୍ୟକାଣ୍ଡ, ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

କେନ୍ଦୁଝର: ରାଜ୍ୟରେ ବଢିଚାଲିଛି ଦୁଷ୍କର୍ମର ସଂଖ୍ୟା | ତେବେ ପ୍ରଶାସନ ପକ୍ଷରୁ ଏତେ ମାତ୍ରାରେ କଡା ସୁରକ୍ଷା ଥିବା ବେଳେ ମଧ୍ୟ କାହିଁକି ଦୁଷ୍କର୍ମକାରୀ ଏପରି ମାତ୍ରାରେ ଦୁଷ୍କର୍ମ କରୁଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି | ପୁଣି ଆଜି ଜଣେ ନାବାଲିକା ସହ ଦୁଷ୍କର୍ମ ହୋଇଥିବା ଅଭଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ କାଣ୍ଡ ରାଜ୍ୟର କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଘଟିଥିବାର ଜଣା ପଡିଛି | ସୁଚନାନୁଯାୟୀ, ନାବାଳିକା ଜଣଙ୍କ ଘରେ … Continue reading ପୁଣି ରାଜ୍ୟରେ ଲଜ୍ଜ୍ୟକାଣ୍ଡ, ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର