କିପରି କଟିବ ଆଜିର ଦିନ, ପଢନ୍ତୁ ଓ ଜାଣି ନିଅନ୍ତୁ..

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଆଜି ଶନିବାର | ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ କେଉଁ କାମ କଲେ ମିଳିବ ଶୁଭ ସଙ୍କେତ ଓ ଶୁଭ କାର୍ଯ୍ୟ-
ମେଷ: ଆର୍ଥିକ ସ୍ଥିତି ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ । ଶରୀର ସୁସ୍ଥ ରହିବ ।
ବୃଷ: ବିବାହ ସ୍ଥିର ହୋଇପାରେ । ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ । ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।
ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ମାଲି-ମକଦ୍ଦମାରେ ବିଜୟୀ ହେବ । ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ ।
କର୍କଟ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ । ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ । ଘରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିପାରନ୍ତି ।
ସିଂହ: ଜୀବନସାଥୀଙ୍କ ସହଯୋଗ ମିଳିବ । ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ । ନୂତନ ବସ୍ତ୍ର କିଣିପାରନ୍ତି ।
କନ୍ୟା: ମାନ-ସମ୍ମାନ ମିଳିବ। ଉପହାର ମିଳିବ । ପଦୋନ୍ନତିର ଯୋଗ ରହିଛି ।
ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ । ସତର୍କ ରୁହନ୍ତୁ । ଗଣେଶଙ୍କ ପାଖରେ ଦୀପ ଦାନ କରନ୍ତୁ ।
ବିଚ୍ଛା: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ଦେଖା ହୋଇପାରେ । ବିବାହ ଯୋଗ୍ୟ ଯୁବକଯୁବତୀଙ୍କର ବିବାହ ସ୍ଥିର ହୋଇପାରେ ।
ଧନୁ: ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଥିଲେ ଆଜି ହିଁ ଆରମ୍ଭ କରନ୍ତୁ । ଶୁଭଫଳ ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ ।
ମକର: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ । ନୂତନ ବସ୍ତ୍ର କିଣିପାରନ୍ତି। ଗରିବଙ୍କୁ ଫଳ ଦାନ କରନ୍ତୁ ।
କୁମ୍ଭ: ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ । କୌଣସି କଥାକୁ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ । ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ ।
ମୀନ: ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । କଳା ଓ ସାହିତ୍ୟକ୍ଷେତ୍ରରେ ରୁଚି ବଢ଼ିବ ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here