୨୬ ତାରିଖରୁ ମାଟ୍ରିକ୍ ପରୀକ୍ଷା ପାଇଁ ଅନ୍‌ ଲାଇନ୍‌ ଫର୍ମ ପୂରଣ

https://www.facebook.com/nnsodia/videos/267154983995629/?t=5

କଟକ: ଆଜି ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ମାସ ୨୬ ତାରିଖରୁ ପରୀକ୍ଷାର୍ଥୀମାନେ ଅନ୍‌ ଲାଇନ୍‌ରେ ଫର୍ମ ପୂରଣ କରିପାରିବେ । ସେଥିପାଇଁ ବୋର୍ଡ ଓ୍ବେବ୍‌ସାଇଟ୍ www.bseodisha.ac.in ଯୋଗେ ଛାତ୍ରଛାତ୍ରୀମାନେ ଡିସେମ୍ବର ୧୪ ପର୍ଯ୍ୟନ୍ତ ବିନା ଫାଇନ୍‌ରେ ଫର୍ମ ପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here