ଆଜିର ରାଶିଫଳ…

ମେଷ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ଜମି କାରବାରରେ ନିବେଶ ପାଇଁ ବାପାଙ୍କ ସହଯୋଗ ପାଇବେ। ଘରକୁ ଅତିଥି ଆସିବା ହେତୁ ପରିବାରରେ ଖୁସିର ବାତାବରଣ ରହିବ।
ବୃଷ:ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବେପାରିଙ୍କୁ ବଡ଼ ଲାଭ ହୋଇପାରେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। କୌଣସି ଭଲ ଖବର ମିଳିବାର ସମ୍ଭାବନା। ପ୍ରେମ ସ˚ପର୍କ ନିବିଡ଼ ହେବ।
ମିଥୁନ: ଆଜି ଅର୍ଥଲାଭର ଯୋଗ ଅଛି । ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ଆପଣଙ୍କରବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭବାନ୍ ହେବେ । ମହିଳାମାନେଅର୍ଥାଭାବରେ ରହିବେ ।
କର୍କଟ: ସ୍ୱାସ୍ଥ୍ୟହାନି ଘଟିପାରେ । ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ପରିବାରରେ ଆଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ କ୍ଷେତ୍ରରେ ଶତ୍ରୁମାନେ ହଇରାଣ କରିପାରନ୍ତି ।ମାଲିମୋକଦ୍ଦମାରେ ପଡ଼ିପାରନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।
ସିଂହ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଭାବିଥିବା କାମ ଅତି ଶୀଘ୍ର ପୂରା କରିନେବେ। କାରବାରରେ ଧନଲାଭ ହେବ। କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।
କନ୍ୟା: ଆଜି ବ୍ୟବସାୟରେ ଲାଭବାନ ଯୋଗ ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ଦୂରଯାତ୍ରାକରିପାରିବେ । ଅନ୍ୟ ପାଇଁ ଦୁଃଖ କରିବେ । ମଘାନକ୍ଷତ୍ର ଯୋଗୁଁ ଚାକିରିରେ ସମ୍ମାନିତ ହୋଇପାରନ୍ତି ।
ତୁଳା: ଆପଣଙ୍କ ପାଇଁ ଦିନ ଅତ୍ୟନ୍ତ ଭଲ ଫଳ ପ୍ରଦାନ କରିବ । କୌଣସି ନୂତନ ବ୍ୟବସାୟ ଆରମ୍ଭକରିବାର ଦିନଟି ଆଜି । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନାରହିଛି । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲରହିବ ।
ବିଛା: ଦିନଟି ଆପଣଙ୍କ ପାଇଁ ବ୍ୟସ୍ତ ଆଣିଦେବ । ଆପଣ ସରକାରୀ ପଦପଦବୀରେ ଥିଲେ କାର୍ଯ୍ୟବ୍ୟସ୍ତ ସହିତ ସମ୍ମାନିତ ତହେବାର ସୁଯୋଗ ଅଛି । ବ୍ୟବସାୟରେ ଲାଭବାନ ହେବାର ଯୋଗ ଅଛି ।
ଧନୁ: ଆଜି ଦିନଟି ଆପଣଙ୍କର ବ୍ୟସ୍ତରେ କଟିବ । ଖାଇବାକୁ ମଧ୍ୟ ସମୟ ପାଇବେ ନାହିଁ । ଦୂରସମ୍ପର୍କୀୟ ବନ୍ଧୁ ଆପଣଙ୍କୁ ସହଯୋଗ କରିବ । ପରିବାର ମଧ୍ୟରେ ଉତ୍ସାହ ଓ ସୁଖ ଆଣିବ ।
ମକର:ଆଜି ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିବେ। ଭାବିଥିବା ସବୁ କାମ ପୂରା ହେବ। ସେୟାର କିଣିବା ବା ନୂଆ କାରବାରରେ ଅର୍ଥ ନିବେଶ ପାଇଁ ବିଚାର କରିବେ। ପାରିବାରିକ ଜୀବନ ସୁଖମୟ ହେବ।
କୁମ୍ଭ: ଆଜି ଟିକିଏ ଜଗିରଖି ଚଳିବେ । ନିଜଲୋକମାନେ ହଇରାଣ କରିବେ । ସ୍ୱାସ୍ଥ୍ୟହାନୀ ଘଟିବର ଯୋଗ ଅଛି । କର୍ମକ୍ଷେତ୍ର ଅଶାନ୍ତିରେ କଟିବ । ପାରିବାରିକ କଳହ ଲାଗିପାରେ । ମହିଳାମାନେ ମିତ୍ରତା ପାଇଁ ଆଗ୍ରହୀ ହେବେ ।
ମୀନ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ବ୍ୟବସାୟ ଲାଗି ଭଲ ସୁଯୋଗ ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଦାଂପତ୍ୟ ଜୀବନ ପ୍ରୀତିମୟ ହେବ।