ରଜ ପରେ ପ୍ରକାଶ ପାଇବ + ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର : ରଜ ପରେ ପ୍ରକାଶ ପାଇବ + ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ | ଏହା ୧୭ କିମ୍ବା ୧୮ ତାରିଖରେ ଫଳ ପ୍ରକାଶ ପାଇବ | ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦଶ ସୂଚନା ଦେଇଛନ୍ତି | ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି |

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳ : ପାସ ହାର ୭୨.୩୩ ପ୍ରତିଶତ