ଆଜିର ରାଶିଫଳ…

ମେଷ: ଆଜି ଆପଣ କୌଣସି କର୍ମସଂସ୍ଥାରେ ଯୋଗ ଦେଇପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । ପରିବାର ପାଇଁ ଅଶାନ୍ତିସୃଷ୍ଟି ହୋଇପାରେ । ମହିଳାମାନେ କର୍ମସଂସ୍ଥାରେ ଯୋଗଦେବେ ।ଛାତ୍ରଛାତ୍ରୀମାନେ ଶିକ୍ଷାରେ ଉନ୍ନତି କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ଆପଣଙ୍କରବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭବାନ୍ ହେବେ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଅତି ଭଲ ନ ଥିଲେ ବି ଖର୍ଚ୍ଚାନ୍ତ ଯୋଗ ଅଛି । ଦିନ ସାରା ବ୍ୟସ୍ତ ରହିବେ । ମହିଳାମାନେ ଖର୍ଚ୍ଚାନ୍ତ କରିବେ । ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ନାହିଁ । ପରିବାରରେ ମଧ୍ୟରେ ଜାଗାବାଡ଼ିକୁ ନେଇ ସମସ୍ୟା ଉପୁଜିପାରେ ।
ମିଥୁନ: ଆଜି ଅର୍ଥଲାଭର ଯୋଗ ଅଛି । ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ଆପଣଙ୍କରବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭବାନ୍ ହେବେ । ମହିଳାମାନେଅର୍ଥାଭାବରେ ରହିବେ ।
କର୍କଟ: ସ୍ୱାସ୍ଥ୍ୟହାନି ଘଟିପାରେ । ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ପରିବାରରେ ଆଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ କ୍ଷେତ୍ରରେ ଶତ୍ରୁମାନେ ହଇରାଣ କରିପାରନ୍ତି ।ମାଲିମୋକଦ୍ଦମାରେ ପଡ଼ିପାରନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।
ସିଂହ: ଆଜି ଦିନଟି ଆପଣଙ୍କର ଅର୍ଥର ଘୋର ଅଭାବ ଦେଖାଦେବ । ସ୍ୱାସ୍ଥ୍ୟହାନି ଘଟିପାରେ । ଅଯଥା ବନ୍ଧୁବିରୋଧୀ ହେବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ସତର୍କରହିବେ । ମହିଳାମାନେ ସନ୍ତାନସନ୍ତତିକୁ ନେଇ ଚିନ୍ତିତ ରହିବେ ।
କନ୍ୟା: ଆଜି ବ୍ୟବସାୟରେ ଲାଭବାନ ଯୋଗ ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ଦୂରଯାତ୍ରାକରିପାରିବେ । ଅନ୍ୟ ପାଇଁ ଦୁଃଖ କରିବେ । ମଘାନକ୍ଷତ୍ର ଯୋଗୁଁ ଚାକିରିରେ ସମ୍ମାନିତ ହୋଇପାରନ୍ତି ।
ତୁଳା: ଆପଣଙ୍କ ପାଇଁ ଦିନ ଅତ୍ୟନ୍ତ ଭଲ ଫଳ ପ୍ରଦାନ କରିବ । କୌଣସି ନୂତନ ବ୍ୟବସାୟ ଆରମ୍ଭକରିବାର ଦିନଟି ଆଜି । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନାରହିଛି । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲରହିବ ।
ବିଛା: ଦିନଟି ଆପଣଙ୍କ ପାଇଁ ବ୍ୟସ୍ତ ଆଣିଦେବ । ଆପଣ ସରକାରୀ ପଦପଦବୀରେ ଥିଲେ କାର୍ଯ୍ୟବ୍ୟସ୍ତ ସହିତ ସମ୍ମାନିତ ତହେବାର ସୁଯୋଗ ଅଛି । ବ୍ୟବସାୟରେ ଲାଭବାନ ହେବାର ଯୋଗ ଅଛି ।
ଧନୁ: ଆଜି ଦିନଟି ଆପଣଙ୍କର ବ୍ୟସ୍ତରେ କଟିବ । ଖାଇବାକୁ ମଧ୍ୟ ସମୟ ପାଇବେ ନାହିଁ । ଦୂରସମ୍ପର୍କୀୟ ବନ୍ଧୁ ଆପଣଙ୍କୁ ସହଯୋଗ କରିବ । ପରିବାର ମଧ୍ୟରେ ଉତ୍ସାହ ଓ ସୁଖ ଆଣିବ ।
ମକର:ଆଜି ଦିନଟି ଆପଣଙ୍କ ପ୍ରତି ଶୁଭଙ୍କର ଅଟେ । ମାନସିକ ଶାନ୍ତି ପାଇବେ ।ବ୍ୟବସାୟରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ି ପାଇଁ ଯୋଜନା କରିବେ ।
କୁମ୍ଭ: ଆଜି ଟିକିଏ ଜଗିରଖି ଚଳିବେ । ନିଜଲୋକମାନେ ହଇରାଣ କରିବେ । ସ୍ୱାସ୍ଥ୍ୟହାନୀ ଘଟିବର ଯୋଗ ଅଛି । କର୍ମକ୍ଷେତ୍ର ଅଶାନ୍ତିରେ କଟିବ । ପାରିବାରିକ କଳହ ଲାଗିପାରେ । ମହିଳାମାନେ ମିତ୍ରତା ପାଇଁ ଆଗ୍ରହୀ ହେବେ ।
ମୀନ: ଶୁଖଶାନ୍ତିରେ ଆଜି ଦିନଟି କଟିବ । ଆପଣଙ୍କ ପାଇଁ ଦିନଟି ସମ୍ପୂର୍ଣ୍ଣ ଭଲ ଅଟେ । କୌଣସି ଯାନବାହନ କ୍ରୟ କରିବେ । ମହିଳାମାନେ ଦୂରସ୍ଥାନକୁ ଯାତ୍ରତା କରିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବ ।