କଂଗ୍ରେସ ପାଇଲା 9 ବିଧାନସଭା ଆସନ

କଂଗ୍ରେସ: ବାରବାଟୀ-କଟକ-ମହମ୍ମଦ ମୋକିମ, ବଲାଙ୍ଗୀର- ନରସିଂହ ମିଶ୍ର, ସାନଖେମୁଣ୍ଡି-ରମେଶ ଜେନା, ରାଜଗାଙ୍ଗପୁର-ସିଏସ ରାଜେନେକା, ମୋହନା-ଦାଶରଥୀ ଗମାଙ୍ଗ, ଖରିଆର-ଅଧିରାଜ ମୋହନ ପାଣିଗ୍ରାହୀ, କଂଟାବାଞ୍ଜି-ସନ୍ତୋତଷ ସିଂ ସାଲୁଜା, ଜୟପୁର-ତାରା ପ୍ରସାଦ ବାହିନୀପତି, ଜଟଣୀ-ସୁରେଶ ରାଉତରାୟ ।
ସ୍ୱାଧୀନ: ରାୟଗଡ଼ା-ମକରନ୍ଦ ମୁଦୁଲି
ସିପିଏମ: ବଣେଇ- ଲକ୍ଷ୍ମଣ ମୁଣ୍ଡା

ବିଜେଡି ହାତରେ ୧୧୨ ବିଧାନସଭା