ପୁଣି ହାଇକୋର୍ଟରେ ସାରଥୀ ଓରଫ ସନ୍ତୋଷ ରାଉଳ ଜାମିନ ଆବେଦନ ଖାରଜ

କଟକ (ଓଏନଏ): ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବାରିମୂଳ ଆଶ୍ରମ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ସାରଥୀର ବେଲ ଖାର ହୋଇଯାଇଛି । ସେ ଏବେ ଚୌଦ୍ୱାର ସେଂଟ୍ରାଲ ଜେଲରେ ଅଛନ୍ତି । ବିଭିନ୍ନ କେଳାଙ୍କାରୀ ମାମଲାରେ ଲିପ୍ତ, ଅସଦାଚରଣ ଆଦି ମାମଲାରେ ୨୦୧୫ ଅଗଷ୍ଟରୁ ସେ ଜେଲରେ ଅଛନ୍ତି ।

କେନ୍ଦ୍ରାପଡ଼ାରେ ପୁଣି ଏନକାଉଣ୍ଟର, ଦୁର୍ଦାନ୍ତ ଅପରାଧୀ ଆହତ