ଷ୍ଟେସନରୁ ହୀରା ଜବତ ଦୁଇ ଗିରଫ

ସୋର: ଆଜି ସକାଳେ ସୋର ଷ୍ଟେସନରୁ ହୀରା ଜବତ ହୋଇଥିବା ଖବର ମିଳିଛି । ଏହି ହୀରା ପଶ୍ଚିମବଙ୍ଗକୁ ଚାଲଣା ହେଉଥିବାଳେ ପ୍ରୋଟେସନଫୋର୍ସ ଦ୍ୱାରା ଜବଦ କରାଯାଇଛି । ଏହି ଘଣାରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ହେଲେ ଅନାନ୍ଦ ଚରଣ ମହାନ୍ତି ଓ ବାବୁଲା ରଣା । ପୁଲିସ ଏହି ଦୁଇଜଣଙ୍କୁ ଅଟକ ରଖି ପଚରାଉଚ୍ଚରା ଜାରି ରଖିଛି ।

କେନ୍ଦ୍ରାପଡ଼ା, ଭୁବନେଶ୍ୱର, କଟକ ଉପରେ ସଭିଙ୍କ ନଜର