ନବୀନଙ୍କ ତପସ୍ୟା ଭାଙ୍ଗିଛନ୍ତି ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ସମଦୂରତ୍ୱ” ନୀତି ହଠାତ ବଦଳିବା ପଛରେ କଣ ରହସ୍ୟ ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି । ଏଥିରେ ଏବେ କୁହାଗଲାଣି ନବୀନଙ୍କ ଏହି ୧୦ ବର୍ଷର ତପସ୍ୟାକୁ ଭାଙ୍ଗିବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ରହିଛି । ନିର୍ବାଚନ ମଇଦାନରେ ଏବେ ବିଜେପି-ବିଜେଡି ଉଭୟ ପକ୍ଷ ପରସ୍ପରକୁ ଆହ୍ୱାନ ଓ ପ୍ରତିଆହ୍ୱାନ ଜଣାଇବାରେ ଲାଗିଛନ୍ତି । … Continue reading ନବୀନଙ୍କ ତପସ୍ୟା ଭାଙ୍ଗିଛନ୍ତି ଧର୍ମେନ୍ଦ୍ର