ଦୁର୍ଘଟଣାରେ ୧ ମୃତ ୨ ଗୁରୁତର

ଦେବଗଡ଼: ଦେବଗଡ଼ ଜିଲ୍ଲା ପ୍ରଭାଶୁଣି ନିକଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହେଇଥିବାବେଳ ଦୁଇଜଣ ଗୁରୁତର ଅଛନ୍ତି । ମୃତକ ହେଲେ ରଞ୍ଜନ ପ୍ରଧାନ । ଅନ୍ୟ ଦୁଇଜଣ ଟିଟେନ ଗଡ଼ନାୟକ ଓ ରିପନ ପ୍ରଧାନ ବୋଲି ଜଣାପଡ଼ିଛି ।
ଆଜି ସକାଳୁ ଏକ ଆମ୍ବୁଲାନ ବୁର୍ଲ୍ଲାରେ ରୋଗୀ ଛାଡ଼ି ଫେରୁଥିବା ସମୟରେ, ପ୍ରଭାଶୁଣୀ ନିକଟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ରଞ୍ଜନ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ରଞ୍ଜନ ପ୍ରଧାନ ଆମ୍ବୁଲାନ୍ସର ଡ୍ରାଇଭର ଥିଲାବେଳେ ଟିଟେନ୍ ଗଡ଼ନାୟକ ଫାର୍ମାସିଟି ଓ ରିପନ ପ୍ରଧାନ ହେଲପର ଭାବେ କର୍ମଚାରୀ ଥିଲେ । ଟିଟନ୍ ଗଡ଼ନାୟକ ଓ ରିପନ୍ ପ୍ରଧାନଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନୀୟଲୋକେ ନେଇଯାଇଛନ୍ତି ଘଟଣା ସ୍ଥଳରେ ପୁଲିସ ପହଁଂଚି ରଞ୍ଜନ ପ୍ରଧାନ ଶବକୁ ବ୍ୟବଚ୍ଛ୍ୟଦ ପାଇ ପଠାଯାଇଛି ।

ଆଙ୍ଗୁଳି ଫୁଟାଉଛନ୍ତି କି, ଆସନ୍ତୁ ଜାଣିବା କି ପ୍ରକାର କ୍ଷତି ହୋଇଥାଏ…