ଝିଅମାନଙ୍କ ସହ ଦୋକାନୀ କରୁଥିଲା ଅଶ୍ଳୀଳ ବ୍ୟବହାର , ଆଉ ତା’ପରେ କ’ଣ ହେଲା….

ଦିଲ୍ଲୀ: ବର୍ତ୍ତମାନ ରାଜ୍ୟ ଓ ରାଜ୍ୟ ବାହାରେ ଅପରାଧର ସଂଖ୍ୟା ଜୋରସୋରରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ତେବେ ଅପରି ପରସ୍ଥିତିରେ ଆଜି ଏକ ଲଜ୍ଜ୍ୟଜନକ କାଣ୍ଡ ଘଟିଥିବାର ସୂଚନା ମିଳିଛି । ଛୋଟ ଓ ନୀରିହ ଝିଅଙ୍କ ସହ ଏକ ଦୃର୍ୱୁତ୍ତଲଜ୍ଜ୍ଜନକ କାଣ୍ଡ କରୁଥିବାର ଜଣା ପଡିଛି । ଏପରି ଲଜ୍ଜ୍ୟଜନକ କାଣ୍ଡ ଦିଲ୍ଲୀ ସ୍ଥିତ କରୋଇ ବାଗ ଅଞ୍ଚଳରେ ଘଟିଛି । ତେବେ ଅଭିଯୋଗ ହେବାପରେ ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ଅଭିଯୁକ୍ତ ଜଣଙ୍କ ହେଲା ନବୀନ ।
ଘଟଣାରୁ ପ୍ରକାଶ, ନବୀନ କରୋଇ ବାଗ ଅଞ୍ଚରେ ଏକ ଦୋକନ କରିଛିି । ଯେତେବେଳ ଛୋଟ ଛୋଟ ପିଲାମାନେ କିଣିବାକୁ ଆସନ୍ତି ନବୀନ ସେମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରେ । ସେମାନଙ୍କ ଘରେ ନ କହିବା ପାଇଁ ପିଲାମାନଙ୍କୁ ଡ଼ରାଇଥାଏ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ସାହାସୀ ପିଲା ଏ ସମସ୍ତ ଘଟଣା ବିଷୟରେ ତା ବାପା ମା’ଙ୍କୁ ଜଣାଇଥିଲା । ତାକୁ ଦେଖି ଅନ୍ୟ ଝିଅମାନେ ମଧ୍ୟ ଏସବୁ ଘଟଣା ବିଷୟରେ ତାଙ୍କ ପରିବାରକୁ ଜଣାଇଥିଲେ । ଏଭଳି କରନାମା କରୁଥିବା ଲୋକଙ୍କୁ କଠିନରୁ କଠିନ ଦଣ୍ଡ ମିଳିବା ଉଚିତ ବୋଲି , ଝିଅମାନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।
ଖବର ପାଇ ଘଟଣା ସ୍ଥଳରେ ପୁଲିସ୍ ପହଁଞ୍ôଚ ଅଭିଯୁକ୍ତ ନବୀନକୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ଆଇପିସ ଧାରା ୩୫୪ରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ପରିବାର ଲୋକଙ୍କ କହିବା ଅନୁସାରେ ନବୀନ ଜଣେ ବକୃତ ମତିଷ୍କ ଯାହା ଫଳରେ ସେ ଏଭଳି କରାନାମା କରୁଛି ବୋଲି ଅଭିଯୋଗ ହୋଇଛି ।

ବିଦେଶୀ ପ୍ରେମ ଜାଲରେ ଫଶିଲେ ଓଡିଆ ଯୁବକ, ଲକ୍ଷାଧିକ ଟଙ୍କା ଠକେଇରୁ ବର୍ତ୍ତିଲେ , କିପରି ଜାଣନ୍ତୁ ଏହି ଖବରରୁ…