ସ୍କ୍ୱାର୍ଡ ସହ ପିତାମ୍ବରଙ୍କ କଳି , ଥାନାରେ ଏତଲା, ଦେଖନ୍ତୁ ଏହି ଭିଡିଓ…

ହିଞ୍ଜିଳି: ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇସାରିଛି । ଯେଉଥିପାଇଁ ରାସ୍ତା ଘାଟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ବ୍ୟବସ୍ଥା କରାଯାଇଛି । ଯେଉଠି ରାସ୍ତାରେ ଯାଉଥିବା ଗାଡ଼ିକୁ ତନତନ କରି ଯାଞ୍ଚ କରାଯାଉଛି । ସେହି ଯାଞ୍ଚ କରିବା ସମୟରେ ହିଞ୍ଜିଳିର ବିଧାୟକ ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କ ଗାଡ଼ିକୁ ବି ଯାଞ୍ଚ କରିବା ପାଇଁ ଆଟକା ଯାଇଥିଲା । ହେଲେ ସେହି ସମୟରେ ସେ କିଛି ପ୍ରତିବାଦ କରିଥିଲେ । ଏହାକୁ ନେଇ ସ୍କ୍ୱାର୍ଡ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ।ଏହି ଘଟଣାକୁ ନେଇ ସ୍କ୍ୱାର୍ଡ ପକ୍ଷରୁ ତାଙ୍କ ବିରୁୂଦ୍ଧରେ ଥାନାରେ ମାମଲା କରାଯାଇଛି । ଏଣୁ ଦାୟିତ୍ୱରେ ଥିବା କାର୍ଯ୍ୟରତ ପୁଲିସ କର୍ମଚାରିଙ୍କୁ ଦୁର୍ବ୍ୟବହାର କରିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ନିର୍ବାଚନ ଦାୟିତ୍ୱରେ ଥିବା ଏକଜ୍ୟୁକିଟିଭ ମାଜିଷ୍ଟର କରିଛନ୍ତି । କଣ ହୋଇଥିଲା ଯୁକ୍ତିତର୍କ ଏନେଇ ଦେଖନ୍ତୁ ଏହି ଭିଡିଓ…

BJP Hinjili Candidate Pitambar Acharya starts his campaign in Hinjili after seeking the blessings of Maa Shyamalai . On my way to Sheragada before I reach my people to bless me, the committed Police of CM Naveen Patnaik detained me for almost half an hour and started interrogating. Is it a free and fair poll? Is this what the high tradition we inherited from the makers of one of the finest instruments of the world;The Constitution of India ! Does the police stop the vehicle of Odisha CM while in campaign? Does the police stop the vehicles of Ministers Shri Surya Narayan Patro,Pradeep Panigrahy,Bikram Arukh and BJD MLAs & Other Candidates of BJD of Ganjam District ? Would the CEO,Odisha,DG & IG of Police,Chief Secretary who assured of a free and fair poll during the visit of the Supreme body,Election Commission of India,to hold democratic elections in the country look into the matter ? Is it a fair and equal treatment to a candidate at an election? People are unsafe here in the hands of police who in uniform act as muscle men of Naveen Babu. The horrible story of police torture while I was holding meetings with my Karyakartas completely devastated me. There is complete lawlessness,citizens are treated like cats & dogs, beaten black and blue in police custody at dead hours of the night. Officers are panic,unable to express; there is only fear and fear everywhere. God save democracy in Ganjam. Vande Mataram, Bharat Mata Ki Jay.

Posted by Pitambar Acharya on Thursday, March 28, 2019