ହାତୀ ଛୁଆ ମୃତ

ନୀଳଗିରି: ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରର‌୍ୟ ଅଧୀନ ଖୁମକୁଟ ଠାରେ ସୋମବାର ଏକ ୧୦ ବର୍ଷର ଅଣ୍ଡିରା ହାତୀ ଛୁଆର ମଅତ୍ୟୁ ଘଟିଛି । ଏହାକୁ ନେଇ ସୂଚନା ଦେଇଛନ୍ତି ରେଞ୍ଜର ଲକ୍ଷ୍ମଣ ପ୍ରଧାନ । ହାତୀଚୁଆଟି ରକ୍ତ ହୀନତାର ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ତା’ର ମଅତ୍ୟୁ ହୋଇଯାଇଛି ବୋଲି କହିଛନ୍ତି ଡାକ୍ତର । ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହାସହ ବନବିଭାଗ ପ୪ରୁ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି ।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିଛି ।

ନିଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ