ବିଜେପି : ୫ ଲୋକସଭା ଓ ୨୨ ବିଧାନସଭା ଆସନ ପ୍ରାଥୀ ତାଲିକା ଘୋଷଣା

ଭୁବନେଶ୍ୱର : ବିଜେପି ତାର ଦୁତୀୟ ପର୍ଯ୍ୟାୟ ପ୍ରାଥୀ ତାଲିକା ଘୋଷଣା କରିଛି | ଏଥିରେ ୫ ଲୋକସଭା ଓ ୨୨ ବିଧାନସଭା ଆସନ ପାଇଁ ପ୍ରାଥୀଙ୍କ ନାମ ପ୍ରକାଶ କରିଛି |

ଲୋକସଭା

ପୁରୀ: ସମ୍ବିତ ପାତ୍ର

ବରଗଡ଼: ସୁରେଶ ପୂଜାରୀ

କଳାହାଣ୍ଡି: ବସନ୍ତ କୁମାର ପଣ୍ଡା

ସମ୍ବଲପୁର: ନିତେଶ ଗଙ୍ଗଦେବ

କୋରାପୁଟ: ଜୟରାମ ପାଙ୍ଗୀ

ବିଧାନସଭା

୧. ଭଟଲି: ଇରାଶିଷ ଆଚାର୍ଯ୍ୟ

. ଦେବଗଡ଼: ସୁବାଷ ପାଣିଗ୍ରାହୀ

୩. ବୀରମହାରାଜପୁର: ରଘୁନାଥ ଜଗଦଲା

୪. ସୋନପୁର: ଅଶୋକ ପୂଜାହାରୀ

୫. ବଲାଙ୍ଗୀର: ଅନନ୍ତ ଦାସ

୬. ନୂଆପଡା: ହୋମସିଂହ ମାଝୀ

୭. ଝରିଗାଁ: ପର୍ଶୁରାମ ମାଝୀ

୮. ଡାବୁଗାଁ: ପଦ୍ମନ ନାୟକ

୯. ଭବାନୀପାଟଣା: ପ୍ରଦୀପ ନାୟକ

୧୦. ଦଶପଲ୍ଲା: ପୂର୍ଣ୍ଣଚନ୍ଦ୍ର ନାୟକ

୧୧. କବିସୂର୍ଯ୍ୟନଗର: ରଂଜନ ପଲାଇ

୧୨. ଛତ୍ରପୁର: ପ୍ରଶାନ୍ତ କର

୧୩. ଆସିକା: ଦେବରାଜ ମହାନ୍ତି

୧୪. ସେରଡା: ନୀଳମଣୀ ବିଶୋୟୀ

୧୫. ଦିଗପହଣ୍ଡି: ପିଙ୍କି ପ୍ରଧାନ

୧୬. ବ୍ରହ୍ମପୁର: କାହ୍ନୁ ପତି

୧୭. ମୋହନା: ପ୍ରଶାନ୍ତ ମଲ୍ଲିକ

୧୮. ଗୁଣପୁର: ଶିଶର ଗମାଙ୍ଗ

୧୯. ରାୟଗଡ଼ା: ବସନ୍ତ ଉଲ୍ଲାକା

୨୦. ଜୟପୁର: ଗୌତମ ସାମନ୍ତରାୟ

୨୧. କୋରାପୁଟ: ତ୍ରିପୁରା ଗୌଡ଼

୨୨. ଚିତ୍ରକୋଣ୍ଡା: ପଦୁ ମାଝୀ

୧୦୦ ବିଧାନସଭା ଆସନ ପାଇଁ ବିଜେପିର ପାର୍ଥି ତାଲିକା ଘୋଷଣା