ଜାଣନ୍ତୁ ଆଜିର ରାଶିଫଳ

ମେଷ: ବିଭିନ୍ନ ଦିଗରୁ ଧନଗାମି ହେବାର ସୂଚନା ମିଳୁଛି । ଆପଣ ସାକାରାତ୍ମକ ମନୋଭାବ ଅନୁଭବ କରିବେ । ଆଜି ଅପଣ ଭାଗ୍ୟଶାଳି ହୋଇପାରିବେ । । ସମ୍ମାନୀୟ ବ୍ୟକ୍ତି ଭବେ ବିଶେଷ ଭବେ ମର୍ଯାଦା ପାଇପାରିବେ । ମଧୁରବଚନ, ଏବଂ ଅଧିକ ସହନ ଶୀଳ ହୋଇପାରିବେ ।
ବୃଷ: ଆଜି ଆପଣ ମିଠା ଖାଇବା ପାଇ ବହୁତ ଇଚ୍ଛା ପ୍ରକାଶ କରିବେ ମାଲିକ ମକୋଦ୍ଦମାରେ ବିଜୟୀ ଲାଭ କରିବେ । ଅର୍ଥ ମିଳିବାର ମଧ୍ୟ ଯୋଗ ରହିଛି ଆପଣଙ୍କର ।ଚାକିରୀ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବାର ସମ୍ଭାବନା ହେିଛି ।
ମିଥୁନ:ମନବାଞ୍ଛା ପୁରଣ ହେବାର ସମ୍ଭାବନା ଅଛି । ଅକସ୍ମିକ ଭାବେ ଧନ ପ୍ର୍ରପ୍ତି ହେବାର ସମ୍ଭାବନା ରହିଛି । ।ଆପଣଙ୍କର ବ୍ୟୟ ପରିମାଣ ବୃଦ୍ଧି ପାଇପାରେ । ଆଜି ଆପଣ ଚଞ୍ଚଳ ସ୍ୱଭାବର ହେବେ । ଆଜି ଆପଣ ଧର୍ମ ଏବଂ ପୁଜା ପାଠରେ ନିଜକୁ ସଂଶ୍ଳିଷ୍ଠ ରଖିବେ । ଅର୍ଥ ପ୍ରାପ୍ତି ହେବ ସତ୍ କାମରେ ନିୟୋଜିତ ମଧ୍ୟ ହେବ । ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ ।
୍ରକର୍କଟ: ସୁଖ ସମୃଦ୍ଧିପୁଣ୍ଣ ଜୀବନ ଜାପନ କରିବେ ।ସୁସ୍ତ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନିତ ହୋଇପାନ୍ତି । । ଶୁଭ ଖବର ପାଇ ଖୁସି ହୋଇପାରନ୍ତି ।
ସିଂହ: ଆଜି ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।ମନରୁ ଭୟ କୁ ନିଜଠୁ ଦୁରରେ ରଖନ୍ତୁ । ଭ୍ରମଣ ଯୋଗ ରହିଛି ନିଜ ପରିବାରର ମୁଖ୍ୟ ଭୁମିକା ଗ୍ରହଣ କରିବେ । ଆଜି ଆପଣଙ୍କ ମନ ପ୍ରନ୍ନ ରହିବ । ସୁସ୍ଥ ରହିବ । ରୋଗ ବ୍ୟାଧିରୁ ଦୁରରେ ରହିବେ । ଆଜି ଆପଣଙ୍କ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି ।
କନ୍ୟା: ଆପଣ ଆଜି ବହୁତ ହସ ଖୁସିରେ ରହିବେ ମାନସିକ ସ୍ତରରେ ଶନ୍ତିର ବାତାବରଣ ରହିବ ରହିବ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ ।ଆରାମ ଦାୟକ ଜୀବନ ଯାପନ କରିବେ । ଅର୍ଥର ଟିକେ ଅସୁବିଧା ରହିବ । ସରକାରୀ ସ୍ତରରୁ ସମ୍ମାନ ମିଳିବ । ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ ।
ତୁଳା: ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ଚିନ୍ତିତ ହୋଇପାରନ୍ତି କୌଣସି କଥାକୁ ନେଇ । ଆଜି ଆପଣ କୌଣସି କଥାକୁ ନେଇ ଇର୍ଷାଳୁ ସ୍ୱଭାବର ହୋଇପାରନ୍ତି । ଭାଗରେ କରୁଥିବା ଆପଣଙ୍କ ବ୍ୟବସାୟରେ ଆଜି ଲାଭ ଜନକ ହୋଇପାରନ୍ତି ।ଟିକେ ଶାରୀରିକ ଦୁର୍ବଳ ଅନୁଭନବ କରିପାରନ୍ତି । ଶତ୍ରୁଙ୍କ ସମ୍ମୁଖିନ ହୋଇପାରନ୍ତି ।
ବିଛା:ଆଜି ଆପଣଙ୍କ ମନ ଅସ୍ତିର ରହିବ ।ଦୁର ବନ୍ଧୁଙ୍କ ଦ୍ୱାରା ଉଚିତ ହେବେ । ସୁଖ ସମ୍ମାନ ଲାଭ କରିପାନ୍ତି ।ବ୍ୟବସାୟ ଲାଭଜନକ ହୋଇପାରେ । ସେବା କରିବା ମନୋଭାବର ହୋଇପାରନ୍ତି । । ଶନ୍ତ ମନବୃତିର ହେବେ । ଆଜି କିନ୍ତୁ ଆପଣଙ୍କ ମନରେ ଅହଂଭାବ ଆସିପାରେ ।
ଧନୁ:ଆଜି ଆପଣ ସଫଳତାର ସହ ରହିବେ ।ପରିସ୍ଥିତିକୁ ଅନୁଧ୍ୟାନ କରି କେତେକ କ୍ଷେତ୍ରରେ ନୀରବ ଦର୍ଶକ ସାଜି ପାରନ୍ତି । ଭାଇ ଭଉଣୀ ମାନଙ୍କ ଉପରେ ସ୍ନେହଭାବ ପ୍ରକାଶ କରିବେ । ଅଳ୍ପ କିଛି ଚକ୍ଷୁ ଜନିତ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶତ୍ରୁହନ୍ତା ହୋଇପାରନ୍ତି । ନିଜ ମନକୁ ନିଜେ ଶନ୍ତ୍ୱନା ଦେବେ ।
ମକର: ବୃଥା ଭ୍ରମଣ କରିବା ଅନୁଚିତ ହେବ । ଲୋକ ସମ୍ପର୍କ ବୃଦ୍ଧି ପାଇପାରେ । ବିବାଦରେ ବିଜୟୀ ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । । ହଠାତ କିଛିଧନ ମିଳିପାରେ ବ୍ୟବସାୟରେ ପ୍ରଚୁର ଦନଲାଭ ହୋଇପାରେ । ଧାର୍ମିକ, ତେଜସ୍ୱୀ ଓ ୁଉତ୍ତମ ବ୍ୟକ୍ତତ୍ୱଯୁକ୍ତ ହେବେ ।କେତେକ କ୍ଷେତ୍ରରେ ଭୁଲ ବୁଝାବଣା ଘଟିପାରେ । ବହୁ ପରିଶ୍ରମର ସମ୍ମୁଖିନ ହେବେ ।
କୁମ୍ଭ:ଦକ୍ଷତାର ଉପଯୋଗ କରିବେ । ଅଳ୍ପକେ ରକ୍ଷା ପାଇପାରିବେ । ପରିଶ୍ରମର ମୂଲ୍ୟାଙ୍କନ ହୋଇପାରିବେ ।ଉଦାର ସ୍ୱଭାବର ହୋଇପାରନ୍ତି ଦାନ-ଦର୍ମରେ ଦୀକ୍ଷିତ ହୋଇପାରନ୍ତି । ଆଜି ଆପଣ ସୁଖି ହୋଇପାରନ୍ତି ।
ମୀନ: ମନୋବଳ ଦୃଢ ହୋଇପାରିବ ।ସଞ୍ଚୟ ମୁଖି ହୋଇପାରନ୍ତି । ମନରେ ଦ୍ୱିଭାବ ଜାତ ହୋଇପାରେ ମନ ପ୍ରସନ୍ନ ରହିବ । ଆସ୍ତିକ ଓ ମଧୁରଭାଷୀ ହେବେ । ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ ।ନିଜର ସାନ ଭାଇ ଭଉଣୀଭଙ୍କ ଠୁ ସ୍ନେହ ଓ ଆଦର ପାଇ ଖୁସି ହେବେ ।