ସାବଧାନ ହୋଇଯାଆନ୍ତୁ, ଏହି ରାଶିର ମହିଳା ତାଙ୍କ ସ୍ୱାମୀମାନଙ୍କୁ ଦବାଇ ରଖିଥାନ୍ତି, ଜାଣିନିଅନ୍ତୁ କେଉଁ ରାଶିର…

ଭୁବନେଶ୍ୱର: ବାହାଘର ଏପରି ଏକ ବନ୍ଧନ ଯାହା ସାତ ଜମ୍ନ ଯାଏଁ ଏକାଟୀ ରହିବାର ସୂଚନା ମିଳିଥାଏ | ତେବେ ଏହି ବାହାଘର ଯେ କେତେଜଣଙ୍କର ଲମ୍ବା ସମଯ ପର୍ଯ୍ୟନ୍ତ ଚାଲେ ତ କେତେକ ସମ୍ପର୍କ ଅଦାବାଟରେ ଅଟକି ଯାଏଁ | ତେବେ ଏମିତି ସମ୍ପର୍କରେ ବାସ୍ତୁର କୌଣସି ପ୍ରତିପଳନ ରହିଥାଏୟ ତାହା ବାରି ହୁଏ | ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ମହିଲା କେଉଁ ପୁରୁଷଙ୍କୁ ଦବେଇ କରି ରଖିଥାନ୍ତି |

ବୃଷ: ଏହି ରାଶିର ମହିଳାମାନେ ସ୍ୱଭାବରେ ଶାନ୍ତ ଓ ସାହସୀ ହୋଇଥାନ୍ତି । ସବୁ ସମସ୍ୟାକୁ ଏମାନେ ସାମ୍ନା କରିବାର ସାହସ ରଖନ୍ତି । କାହା ଆଗରେ ମୁଣ୍ଡ ନୂଆଁଇବା ଏମାନଙ୍କୁ ପସନ୍ଦ ନୁହେଁ ବୋଲି ଶୁଣିବାକୁ ମିଳେ | ଏହି ଗୁଣ ପାଇଁ ସେମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି ।
ବିଛା: ଏହି ରାଶିର ମହିଳାମାନେ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥାନ୍ତି । ଏମାନେ ବେଶି ଲୋକଙ୍କ ସହ ମିଶନ୍ତି ନାହିଁ । କାହାକୁ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ । ଏମାନେ ଘରକୁ ନିଜ ଅଧୀନରେ ରଖିଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ କେମିତି ନିୟନ୍ତ୍ରଣରେ ରଖି ହେବ ସେ କଳା ବେଶ ଭଲ ଭାବେ ଜାଣନ୍ତି ।
କର୍କଟ: କର୍କଟ ରାଶିର ମହିଳାମାନେ ସ୍ବାଭରେ ଟିକେ ରାଗୀ ପ୍ରକୃତିର ହୋଇଥାନ୍ତି ବୋଲି ଦେଖିବାକୁ ମିଳେ । କୌଣସି ଭୁଲ୍‌କୁ ଏମାନେ ସହଜରେ କ୍ଷମା କରି ନ ଥାନ୍ତି । ଏହି ରାଶିର ମହିଳାମାନେ ଅନ୍ୟମାନଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି । ସ୍ୱାମୀଙ୍କୁ ବି ଏମାନେ ନିଜ ନିୟନ୍ତ୍ରଣରେ ରଖନ୍ତି ।
ସିଂହ: ଏହି ରାଶିର ମହିଳାମାନେ କାହାରି ଅଧୀନରେ ରହିବାକୁ ଭଲପାଆନ୍ତି ନାହିଁ । ଏମାନେ ଖୋଲା ଆକାଶର ବିହଙ୍ଗ ପରି ବଞ୍ଚିବାକୁ ଚାହାଁନ୍ତି । ହେଲେ ନିଜ ସ୍ୱାମୀଙ୍କୁ କିପରି ନିଜ ସବୁ କଥାରେ ରାଜି କରେଇ ହେବ ସେ କଳା ମଧ୍ୟ ବେଶ୍‌ ଭଲଭାବେ ଜାଣନ୍ତି ।
ମକର: ଏମାନଙ୍କ ଠାରେ ସବୁ ଜିନିଷରେ ନେତୃତ୍ୱ ନେବାର ଦକ୍ଷତା ରହିଛି । ଏମାନେ ଶକ୍ତିଶାଳୀ ଓ ମାନସିକ ସ୍ତରରେ ଦୃଢ଼ ପୁରୁଷଙ୍କୁ ବିବାହ କରିବାକୁ ଚାହାଁନ୍ତି । ଯଦି ଏପରି ସାଥୀ ନ ମିଳେ ତେବେ ଏମାନେ ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଆରମ୍ଭ କରିଦିଅନ୍ତି ।

ମନର ସାଥୀକୁ ଜୀବନ ସାଥୀ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ…