15 ଜିଲ୍ଲାକୁ ବଜ୍ରପାତର ସର୍ତକ ସୂଚନା

Lightning bolts in night sky

ରାଜ୍ୟର 15 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ଜାରି କରାଯାଇଛି । ରାତି 8 ଟା ପର୍ଯ୍ୟନ୍ତ ପଦାକୁ ନ ବାହାରିବା, ଖୋଲାସ୍ଥାନ ଓ ଗଛତଳେ ନରହିବାକୁ ପରାମର୍ଶ ଦିଆଯାଇଛି । ବଜ୍ରପାତ ଓ ବର୍ଷା, ଝଡତୋଫାନର ବିପଦ ରହିଥିବାରୁ ଏହି ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ସମ୍ୱଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦ୍ରାପଡା, ଜଗତସିଂହପୁର, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, କଟକ, ପୁରୀ, ଖୋର୍ଦ୍ଧା ଆଦି । ଏହି ସବୁ ଜିଲ୍ଲାର ଜନସାଧାରଣଙ୍କୁ ସର୍ତକ କରାଯାଇଛି ।

LEAVE A REPLY

Please enter your comment!
Please enter your name here