You are here
Home > Breaking News > ସ୍ୱର୍ଣ୍ଣ ଜିତି ରେକର୍ଡ଼ କଲେ ମନିକା

ସ୍ୱର୍ଣ୍ଣ ଜିତି ରେକର୍ଡ଼ କଲେ ମନିକା

ଗୋଲଡ଼କୋଷ୍ଟ: ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗିଚାଲିଛନ୍ତି ଭାରତୀୟ ଖେଳାଳୀ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ସିଙ୍ଗଲ୍ସ ଟେବୁଲ ଟେନିସ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି ମନିକା ବାତ୍ରା । ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ମନିକା ତାଙ୍କର ସିଙ୍ଗାପୁର ପ୍ରତିଦ୍ୱନ୍ଦୀ ମେ ୟୁଂ ୟଂଙ୍କୁ ୧୧-୭, ୧୧-୬, ୧୧-୨ ଓ ୧୧-୭ ରେ ପରାସ୍ତ କରିଛନ୍ତି । ସବୁଠାରୁ ଖୁସିର କଥାହେଲା ମନିକା ସେମିଫାଇନାଲରେ ୩ଥର ଅଲିମ୍ପିକ ବିଜେତାଙ୍କୁ ପରାସ୍ତ କରି ଫାଇନାଲରେ ଉର୍ତ୍ତୀର୍ଣ୍ଣ ହୋଇଥିଲେ ।

Loading...
ONA

Leave a Reply

Top