You are here
Home > ଏଣ୍ଟରଟେନମେଣ୍ଟ > ସ୍ୱତନ୍ତ୍ର ମନୋକାମନା ଲାଗି ଘରେ ରଖନ୍ତୁ ଲାଫିଙ୍ଗ ବୁଦ୍ଧା

ସ୍ୱତନ୍ତ୍ର ମନୋକାମନା ଲାଗି ଘରେ ରଖନ୍ତୁ ଲାଫିଙ୍ଗ ବୁଦ୍ଧା

ଘରରେ ଆର୍ଥିକ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ନିଶ୍ଚୟ ରଖନ୍ତୁ ଲାଫିଙ୍ଗ ବୁଦ୍ଧ । ଆପଣ ଜାଣନ୍ତି କି ଲାଫିଙ୍ଗ ବୁଦ୍ଧ ଛଅ ପ୍ରକାରର ଅଛି । ଏହାର ଅଲଗା ଅଲାଗ ମାନ୍ୟତା ଅଛି । ଆପଣଙ୍କ ମନୋକାମନା ମୁତାବକ ରଖିବେ ଲାଫିଙ୍ଗ ବୁଦ୍ଧ ।

1. ପଇସାର ସମସ୍ୟା : ଘରେ ହେଉ ଅବା ଅଫିସରେ ପଇସା ସମସ୍ୟା ଦୂର କରିବା ଲାଗି ଏକ ଧନ ପୁଟୁଳି ଧରିଥିବା ବୁଦ୍ଧଙ୍କୁ ରଖିବା ଆବଶ୍ୟକ ।

2.ବାଣିଜ୍ୟ ବୃଦ୍ଧି କରିବାକୁ ଚାହୁଁଥିଲେ : ବାଣିଜ୍ୟ ବୃଦ୍ଧି କରିବାକୁ ଚାହୁଁଥିଲେ, ତାହା ହେଲେ ଆପଣ ନିଜ ଦୋକାନରେ ଏବଂ ଅଫିସରେ ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ ବୁଦ୍ଧ ରଖନ୍ତୁ ! ଏହା କରିବା ଦ୍ୱାରାର ଆପଣଙ୍କୁ ବାଣିଜ୍ୟ ବୃଦ୍ଧି ହେବ ।

3.ଦୁର୍ଭାଗ୍ୟରୁ ମୁକ୍ତି ପାଇବା ଲାଗି : ଶୋଇଥିବା ଲାଫିଙ୍ଗ ବୁଦ୍ଧ ଘରେ ରଖିବା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟରୁ ମୁକ୍ତି ପାଇପାରିବେ ।

4. ସନ୍ତାନ ସୁଖ ପାଇବା ଲାଗି : ସନ୍ତାନ ସୁଖ ପାଇବା ଲାଗି ଛୁଆଁଙ୍କ ସହ ବସିଥିବା ଲାଫିଙ୍ଗ୍ ବୁଦ୍ଧ ରଖିବା ଦ୍ୱାରା ଶୁଭ ହୋଇଥାଏ ।

5. ମାନସିକ ଶାନ୍ତି ଲାଗି : ଯଦି ଆପଣ ମାନସିକ ରୂପରେ ଚିନ୍ତାଗ୍ରସ୍ତ ଅଛନ୍ତି, ତ ଘରର ବାତାବରଣ ସୁଧାରିବା ପାଇଁ ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଙ୍ଗ ବୁଦ୍ଧା ରଖନ୍ତୁ !

6. ବାଧାରୁ ମୁକ୍ତି ପାଇବା ଲାଗି : ଯଦି ଆପଣ ବାଧାରୁ ମୁକ୍ତି ଚାହୁଁଛନ୍ତି ତେବେ ଘରେ ଡଙ୍ଗା ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧ ନିଷ୍ଚୟ ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ସବୁ ବାଧା ଦୂର ହୋଇଯିବ ।

Loading...
ONA

Leave a Reply

Top