ସୁଶିଲ କୁମାର ଜିତିଲେ ସ୍ୱର୍ଣ୍ଣ ପଦକ: ଭାରତର ସ୍ୱର୍ଣ୍ଣ ପଦକ ୧୪କୁ ବୃଦ୍ଧି

2

ଗୋଲଡ଼କୋଷ୍ଟ: ଭାରତୀୟ ରେସଲିଂ ଆଇକନ ସୁଶିଲ କୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁଶିଲ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଲାଗି ୧୪ ତମ ସ୍ୱର୍ଣ୍ଣ ପଦକ ଆଣିଦେଇଛନ୍ତି ।
ପୁରୁଷ ୭୪ କେଜି ଫ୍ରିଷ୍ଟାଇଲ୍ ବିଭାଗରେ ସୁଶିଲ କୁମାର ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବୋଥାଙ୍କ ବିପକ୍ଷରେ ୧୦-୦ ପଏଣ୍ଟରେ ଏକ ଜବରଦସ୍ତ ବିଜୟ ହାସଲ କରିପାରି ରାଜ୍ୟଗୋଷ୍ଠୀ ରେକର୍ଡ଼ କରିଛନ୍ତି ।

LEAVE A REPLY

Please enter your comment!
Please enter your name here