ମୁମ୍ବାଇରେ ଉଦଘାଟନ ହେଲା ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ : ଭୁବନେଶ୍ବର ପରେ ମୁମ୍ବାଇରେ ଉଦଘାଟନ ହେଲା ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ । ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ପଣ୍ଡିତ ହରିପ୍ରସାଦ ଚୌରାସିଆ, ଡକ୍ଟର ରମାକାନ୍ତ ପଣ୍ଡା, ଅରୁପ ପଟ୍ଟନାୟକ ଓ ସନ୍ତ୍ରୁପ୍ତ ମିଶ୍ର ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ ବହି ଲେଖିଥିବା ସୁନ୍ଦର ଗଣେଶନ ବହି ସମ୍ପର୍କରେ ସୂଚନା ପ୍ରଦାନ କରଛନ୍ତି । ଗତ ୨୭ ତାରିଖରେ ଭୁବନେଶ୍ବରରେ ଉଦଘାଟିତ ହୋଇଥିଲା ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦି ଟଲ୍ ମ୍ୟାନ୍ ।

ମତାମତ ଦିଅନ୍ତୁ

Please enter your comment!
Please enter your name here