You are here
Home > ଅଧିକ ଖବର > ମହିଳାଙ୍କୁ ମାରିଦେଲା ବାଘୁଣୀ

ମହିଳାଙ୍କୁ ମାରିଦେଲା ବାଘୁଣୀ

ଅନୁଗୁଳ : ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ଅନ୍ତର୍ଗତ ଟିକରପଡା ରେଞ୍ଜ ହାତୀବାରିରେ ବାଘୁଣୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ପଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ । । ବାଘୁଣିଟି ମହିଳାଙ୍କୁ ମାରି ଦେଇଥିବା ଅଭିଯୋଗ କଲା କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ।

Loading...
ONA

Leave a Reply

Top