You are here
Home > ଏଣ୍ଟରଟେନମେଣ୍ଟ > ଭାରତରେ ଦିଶା, ସଲାମାନଙ୍କ ସହ କରିବେ ରୋମାନ୍ସ

ଭାରତରେ ଦିଶା, ସଲାମାନଙ୍କ ସହ କରିବେ ରୋମାନ୍ସ

ଆଗକୁ ଆସୁଛି ଅଲ୍ଲୀ ଆବାସଙ୍କ ନିର୍ଦ୍ଦେଶିତ ଭାରତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଅଭିନେତା ସଲମାନ ଖାନ ଥିବା ବେଳେ କୈଟ୍ରିନା କୈଫ, ତବୁ, ଗୁଲସନ ଗ୍ରୋବର ଏବଂ ଦିଶା ପାଟନୀ ଅଛନ୍ତି । ଚଳଚ୍ଚିତ୍ରରେ ପ୍ରଥମ ସିକ୍ୟୁଲ ସୁଟିଂ ସରିଯାଇଛି । ଦ୍ୱିତୀୟ ସିକ୍ୟୁଲ ସୁଟିଂ ଚାଲୁରହିଛି ବୋଲି ସୂଚନା ମିଳିଛି । ତେବେ ପ୍ରଥମେ ଶୁଣିବାକୁ ମିଳୁଥିଲା କି ଦିଶା ସଲମାନଙ୍କ ଭଉଣୀ ରୂପେ ଅଭିନୟ କରିବେ ମାତ୍ର ଏହା ସମ୍ପୂର୍ଣ୍ଣ ମିଥ୍ୟ ବୋଲି ଜଣା ପଡିଛି । ସେ ସଲମାନଙ୍କ ସହ ରୋମାନ୍ସ କରୁଥିବା ଖବର ମିଳିଛି । ତେବେ ଏହା କେତେ ସତ କେତେ ମିଛି ଫିଲ୍ମ ରିଲିଜ ହେଲା ପରେ ଜଣା ପଡିବ ।

Loading...
ONA

Leave a Reply

Top