ବୟଫ୍ରେଣ୍ଡଙ୍କ ସହ ଭିଡିଓ ଭାଇରାଲ ହେଲା ଏହି ବଲିଉଡ ଅଭିନେତ୍ରୀଙ୍କ, ଦେଖନ୍ତୁ ଏହି ଭିଡିଓରେ..

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ବଲିଉଡ ଠାରୁ ଦୂରେଇ ଯାଇଥିବା ପୂର୍ବତନ ମିସ ୟୁନିର୍ଭସ ଅର୍ଥାତ୍ ସୁସ୍ମିତା ସେନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର କୌଣସି ଫିଲ୍ମ ପାଇଁ ନୁହେଁ କି କୌଣସି ଯୋଗ ଭିଡିଓ ପାଇଁ ନୁହେଁ । ଏଥର ସେ ତାଙ୍କ ବୟଫ୍ରେଣ୍ଡ ଲାଗି ଚର୍ଚ୍ଚାକୁ ଆସିଛନ୍ତି । ବୟଫ୍ରେଣ୍ଡ ରୋହମାନ ସଲଙ୍କୁ ନେଇ ସୁସ୍ମିତାଙ୍କ ଚର୍ଚ୍ଚା ଜୋର ଧରିଛି । ସେପଟେ ସୁସ୍ମିତା ଓ ତାଙ୍କ ଦୁଇ ପାଲିତ ଝିଅଙ୍କ ସହ ରୋହମନଙ୍କ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏଥିସହ ସୁସ୍ମିତା ମଧ୍ୟ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଅନେକ ଫଟୋକୁ ସୋଶାଲ ସାଇଡରେ ସେୟାର କରୁଥିବାର ଦେଖିବାକୁ ମିଳୁଛି । ଦୀପାବଳି ଅବସରରେ ସୁସ୍ମିତା ଓ ତାଙ୍କ ଦୁଇ ଝିଅ ସହ ରେହମାନଙ୍କ କୋଳରେ ବସିଥିବାର ଏକ ଫୋଟ ସୁସ୍ମିତା ନିଜେ ସେୟାର କରଛନ୍ତି । ତେବେ ରୋହମନ ଶଲ ଜଣେ ସୁପର ମଡେଲ । ସୁସ୍ମିତାଙ୍କ ବୟସ ୪୨ ହେଲା ବେଳକୁ ରୋହମନଙ୍କୁ ମାତ୍ର ୨୭ ବର୍ଷ । ୧୫ ବର୍ଷ ପାର୍ଥକ ଥିବା ଏହି ଯୋଡି କେବେ ହାତରୁ ଦୁଇ ହାତ ହେବେ ତାହା ଦର୍ଶକଙ୍କୁ ଦେଖିବାକୁ ବାକି ରହିଲା ।

7 ମତାମତ ଦିଅନ୍ତୁ

  1. If this is true then results could possibly be skewed
    or the writer could possibly be not able to draw any sensible conclusions.
    This will provide you with plenty of time and exercise to brainstorm and make certain what you are
    talking about is applicable and what you want to change
    in. Remember that if you are new at college you’ll only recover if you practice, so
    work tirelessly on each assignment as you will be enhancing your academic ability
    as a copywriter with each one.

  2. So if you’re expecting a lot of help, know that this isn’t always forthcoming.
    The goal is usually to find a way to give a complete response, all while focusing on as small a place of investigation as possible.
    Reading and writing wherever possible should be the best strategy
    to develop a writing style.

  3. If this is the situation then results may be skewed or perhaps the writer could be struggling to draw any sensible conclusions.

    Understand the niche – While writing the essay, one
    thing you must do is always to define this issue. Remember that in case you
    are new at college you’ll only improve if you practice,
    so work tirelessly on every single assignment as you’ll be enhancing academic
    ability as a copywriter with each one.

  4. and yet [cue for newness] bravery, constancy,
    and resolution [reverse of submission]. The
    goal is usually to find a way to provide a complete response, all while
    focusing on as small an area of investigation as possible.
    Remember that in case you are new at college you’ll only recover
    if you practice, so give your very best on every single assignment as
    you will be giving you better academic way with words-at all with each one.

ମତାମତ ଦିଅନ୍ତୁ

Please enter your comment!
Please enter your name here