ବିଭୁ କାନୁନଗୋ ଆରବିଆଇ ଡେପୁଟି ଗଭର୍ଣ୍ଣର!

1

ଭୁବନେଶ୍ୱର: ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ବିଭୁ ପ୍ରସାଦ କାନୁନଗୋ ଦାୟିତ୍ୱ ଗ୍ରହଣ କରିବେ । ସେ ଆସନ୍ତା ଏପ୍ରିଲ ୩ ତାରିଖରୁ ନୂଆ ପଦରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଆର ଗାନ୍ଧୀଙ୍କ ସ୍ଥାନରେ ଦାୟିତ୍ୱ ନେବେ । ବିଭୁ ପୂର୍ବ ବର୍ଷ ମାର୍ଚ୍ଚ ମାସରୁ ଆରବିଆଇର କାର୍ଯ୍ୟନିବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି । ୩ ବର୍ଷ ପାଇଁ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯିବ । ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ଏଚ୍ ଆର ଖାନ୍ ଆରବିଆଇ ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିବା ବେଳେ ବିଭୁ ଦ୍ୱିତୀୟ ଓଡ଼ିଆ ଭାବେ ଏହି ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here