ବିଜେପୁର ବ୍ଲକ ସଭାପତିଙ୍କ ଇସ୍ତଫା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଶନିବାର ବ୍ଲକ ସଭାପତି ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟରେ ବୁଝାମଣାର ଅଭାବ ଯୋଗୁଁ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଲ ସାହୁଙ୍କୁ ପତ୍ନୀ ରୀତା ସାହୁଙ୍କୁ ଦଳରେ ସାମିଲ କରାଯାଇଛି। କିନ୍ତୁ ଏହା ପୂର୍ବରୁ କୌଣସି ପରାମର୍ଶ ନିଆଯାଇ ନାହିଁ। ରୀତାଙ୍କୁ ଦଳରେ ମିଶାଇବା ପୂର୍ବରୁ ଦଳୀୟ କର୍ମୀ ଓ ନେତାଙ୍କ ସହିତ ଆଲୋଚନା କରାଯାଇ ନାହିଁ।

ମତାମତ ଦିଅନ୍ତୁ

Please enter your comment!
Please enter your name here