ବିଜେଡିରେ ମିଶିଲେ ଦେବାଶିଷ ମାରାଣ୍ଡି

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି)ରେ ଆଜି ବିଧିବଦ୍ଧ ଭାବେ ଡାକ୍ତର ଦେବାଶିଷ ମହାଣ୍ଡି ସାମିଲ ହୋଇଛନ୍ତି । ଦଳର  ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀଟ ନିବାସରେ  ଏହି ମିଶ୍ରଣ କାର୍ଯ୍ୟକ୍ରମ ହୋଇଥିଲା । ଯୋଗଦାନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଦେବାଶିଷ ଯୋଗଦାନ ଦଳ ପାଇଁ ଲାଭଦାୟକ ହେବ ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।  ଏତଦଭିନ୍ନ ମୟୂରଭଞ୍ଜ ଜିଲ୍ଲାରେ ଦଳ ଆହୁରି ଶକ୍ତିଶାଳି ହେବ  । ପୂର୍ବରୁ ଦେବାଶିଷ ଏସସିବି ମେଡିକାଲ କଲେଜର ଛାତ୍ରନେତା ଭାବେ ଦାୟିତ୍ୱ ସମ୍ଭାଳି ଥିଲେ  ।

LEAVE A REPLY

Please enter your comment!
Please enter your name here