You are here
Home > ବଡ଼ଖବର > ବାଲଶ୍ୱର ରେମୁଣାରେ ଦୁଇ ଶିଶୁ ପାଣିରେ ବୁଡି ମୃତ

ବାଲଶ୍ୱର ରେମୁଣାରେ ଦୁଇ ଶିଶୁ ପାଣିରେ ବୁଡି ମୃତ

ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅର୍ନ୍ତଗତ ଚକୁଳିଆ ଗାଁରେ ଦୁଇ ଶିଶୁ କନ୍ୟା ପାଣିରେ ବୁଡି ମୃତ୍ୟୁ ବରଣ କଲାଭଳି ଦୁଖଦ ଖବର ଆସିଛି । ସାତ, ଆଠ ବର୍ଷର ଦୁଇ ଶିଶୁ ପୋଖରୀକୁ ଗାଧୋଇ ବାକୁ ଯାଇଥିବା ବେଳେ ଗୋଡ ଖସିଯାଇଥିଲା । ଲୋକେ ସେମାନଙ୍କୁ ସାଥାନୀୟ ଡାକ୍ତରଖାନା ନେଈଇଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଯ଼ଣା କରିଥିଲେ । ଜଣକର ନାମ ରାଇମଣି ବିନ୍ଧାଣୀ ଓ ଅନ୍ୟ ଜଣଙ୍କ ନାମ ହୀରା ମୁର୍ମୁ । ଏହି ଖବର ଗାଁରେ ପ୍ରଚାରିତ ହେବାପରେ ଶୋକ ଛାୟା ଖେଳିଯାଇଥିଲା । ସ୍ୱାଧୀନତା ଦିବସର ଖୁସି ଫିକା ପଡିଯାଇଥିଲା ।

Loading...
ONA

Leave a Reply

Top