ବଜ୍ରପାତରେ ତିନି ମୃତ୍ୟୁ

Lightning bolts in night sky

ଆଠଗଡ ଅଞ୍ଚଳରେ ବଜ୍ରପାତରେ 3 ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ସମସ୍ତେ ସହଯୋଗୀ ବୋଲି ଜଣାପଡିଛି । ଏମାନେ ବିଲରେ କାମ କରୁଥିବା ବେଳେ ବଡ୍ରଘାତର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ବଜ୍ରପାତ ପରେ ସେମାନଙ୍କୁ ତିଗିରିଆ ତାକ୍ତରଖାନାକୁ ଅଣାଯାଇଥିଲା । ଏମାନେ ହେଲେ ସଞ୍ଜୟ ବେହେରା, କବିଚନ୍ଦ୍ର ବଳ ଓ ନିରଞ୍ଜଜନ ବେହେରା ।

LEAVE A REPLY

Please enter your comment!
Please enter your name here