ବଜେଟ୍ ୨୦୧୭: କୃଷି

https://www.facebook.com/nnsodia/videos/267154983995629/?t=5

 

 ଏହି ବଜେଟରେ କେନ୍ଦ୍ର ସରକାର ଅଧିକ ଧ୍ୟାନ ଦେଇଛନ୍ତି। ଚାଷୀମାନଙ୍କ ପାଇଁ ୬୦ ଦିନର ଋଣଛାଡ଼ ବ୍ୟବସ୍ଥା କରିଛନ୍ତି।  ସୁଧହାର ହ୍ରାସ ସହିତ ଫସଲ ବୀମା ରାଶିକୁ ୧୩, ୨୪୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଚାଷୀଙ୍କ ଋଣ ଉପରେ ସୁଧ ହାର ହ୍ରାସ

୦ କୃଷି ଅଭିବୃଦ୍ଧି ହାର ୪.୧ ହେବା ଆକଳନ

ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ

୦ ୫ ବର୍ଷରେ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ମୁଖ୍ୟ ଲକ୍ଷ୍ୟ

୨୦୧୭-୧୮ ଆର୍ଥିକ ବର୍ଷରେ  ଚାଷୀଙ୍କୁ ୧୦ ଲକ୍ଷ କୋଟି ଋଣ ଦିଆଯିବ ।

ଫସଲ ବୀମା ରାଶି ୧୩,୨୪୦ କୋଟିକୁ ବୃଦ୍ଧି ।

ମୃତ୍ତିକା ପରୀକ୍ଷଣ ଲ୍ୟାବ୍ ପାଇଁ ସବସିଡି ଦେବ  କେନ୍ଦ୍ର ।

୫ ହଜାର କୋଟିର ସ୍ଵତନ୍ତ୍ର ମାଇକ୍ରୋ ସିଞ୍ଚନ ପାଣ୍ଠି ଖୋଲାଯିବ ।

ଗୋପାଳନ, ଡାଏରୀ ଫାର୍ମ ପାଇଁ ୮ ହଜାର କୋଟିର ସ୍ବତନ୍ତ୍ର ରାଶି ।

୪୦ ପ୍ରତିଶତ ଚାଷୀଙ୍କୁ ସମବାୟ ସୋସାଇଟିରୁ ସୁଧ ମିଳିବ

୬୦ ଦିନର ଋଣ ଛାଡ଼ ୦ ୩.୫ କୋଟି ଯୁବକଙ୍କୁ ମାର୍କେଟ ବେସ୍ଡ ଟ୍ରେନିଙ୍ଗ ଦିଆଯିବ  ।

ମତାମତ ଦିଅନ୍ତୁ

Please enter your comment!
Please enter your name here