You are here
Home > ଏଣ୍ଟରଟେନମେଣ୍ଟ > ଫିଲ୍ମରେ ନୁହେଁ ଇନଷ୍ଟାଗ୍ରାମରେ ପ୍ରଥମେ ଡେବ୍ୟୁ କଲେ ସାରା ଅଲ୍ଲୀ ଖାନ୍

ଫିଲ୍ମରେ ନୁହେଁ ଇନଷ୍ଟାଗ୍ରାମରେ ପ୍ରଥମେ ଡେବ୍ୟୁ କଲେ ସାରା ଅଲ୍ଲୀ ଖାନ୍

ଅଭିନେତା ସୈଫଅଲ୍ଲୀ ଖାନ୍ ଓ ଅଭିନେତ୍ରୀ ଅମୃତା ସିଂଙ୍କ ଝିଅ ହେଉଛନ୍ତି ସାରା ଅଲ୍ଲୀ ଖାନ୍ । ଆଗକୁ ସେ କେଦାରନାଥ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ ବୋଲି ସୂଚନା ମିଳିଛି । 23 ବର୍ଷ ଜନ୍ମ ଦିନ ପରେ ଇନଷ୍ଟାଗ୍ରାମରେ ସେ ଡେବ୍ୟୁ କରିଥିବାର ସୂଚନା ମିଳିଛି । ଡେବ୍ୟୁ ହେବା ପରର କିଛି ଘଣ୍ଟାରେ ସେ 40 ହଜାର ଫଲୋରସ ପାରି କରି ସାରିଲେଣି । ସବୁଠୁ ବଡ କଥା ଯେ ସାରାଙ୍କ ଇନଷ୍ଟାକୁ ଜାହ୍ନବୀ କପୁର, ଆଲିଆ ଭଟ୍ଟ ଓ ନବ୍ୟା ମଧ୍ୟ ଫଲୋ କରିଛନ୍ତି । ତେବେ ଲାଗୁଛି ସାରା ଯେପରି ଜାହ୍ନବୀ କପୁରଙ୍କୁ ଫଲୋ କରୁଛନ୍ତି । କାହିଁକି ନା ଜାହ୍ନବୀ ମଧ୍ୟ ଠିକ ତାଙ୍କ ଫିଲ୍ମର କିଛି ଦିନ ପୂର୍ବରୁ ମଧ୍ୟ ଇନଷ୍ଟାରେ ଆକ୍ଟିଭ ହୋଇଥଲେ । ଠିକ୍ ସେମିତି ସାରା ମଧ୍ୟ କେଦାରନାଥ ଫିଲ୍ମ ପର୍ବରୁ ଇନଷ୍ଚାରେ ଆକ୍ଚିଭ ହେଉଛନ୍ତି । କେଦାରନାଥକୁ ଅଭିଷେକ କପୁର ନିର୍ଦେଶନା ଦେଇଛନ୍ତି । ଏଥିରେ କୋଷ୍ଚାର ରହିଛନ୍ତି ସୁଶାନ୍ତ ସିଂ ରାଜପୁତ । ଏହାଛଡା ସାରା ରଣବୀର ସିଂଙ୍କ ସହ ମଧ୍ୟ ସିମ୍ବା ମୁଭିରେ ଅଭିନେତ୍ରୀ ସାଜିଛନ୍ତି ।

Loading...
ONA

Leave a Reply

Top