ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ

0
1

ଭଦ୍ରକ/ବାସୁଦେବପୁର: ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁର ପଞ୍ଚାୟତର ଗଦି ଗ୍ରାମରେ ୨ ଭଉଣୀଙ୍କ ପାଣିରେ ବୁଡ଼ି ଶୋଚନୀୟ ମୃତ୍ୟୁ ଘଟିଛି । ୨ ଜଣ ଭଉଣୀ ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ସାନ ଭଉଣୀ ପାଣିରେ ବୁଡ଼ିଯାଇଥିଲା, ତାକୁ ପାଣିରୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ମଧ୍ୟ ପୋଖରୀ ପାଣିରେ ବୁଡ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଥିଲା । ୨ ମୃତା ନାବାଳିକା ହେଲେ ଗଦି ଗ୍ରାମର ପ୍ରଶାନ୍ତ ମଲ୍ଲିକଙ୍କ ୨ କନ୍ୟା ପିଙ୍କି ମଲ୍ଲିକ (୧୦ ବର୍ଷ) ଓ ପାପୁନୀ ମଲ୍ଲିକ (୧୨ବର୍ଷ) ।

LEAVE A REPLY

Please enter your comment!
Please enter your name here