ପୁରୀ ସମୁଦ୍ରରେ ବିସର୍ଜନ ହେବେ ଅଟଳ

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳବିହାରୀ ବାଚ୍ଚପେଯୀଙ୍କ ଚିତା ଭଷ୍ମକୁ ଆଣାଯାଇ ପୁରୀ ସମୁଦ୍ରରେ ଆସନ୍ତା ୨୨ ତାରିଖରେ ଚିତା ଭଷ୍ମ ବିର୍ସଜନ କରାଯିବ । ଆସନ୍ତା ୨୨ ତାରିଖରେ ଚିତା ଭଷ୍ମ ଆସିବ । ଏଠାରେ ପହଛଞ୍ଚିବା ପରେ ବିଜେପି କାର୍ଯ୍ୟଳୟରେ ରଖାଯିବ ତାପରେ ସାଧାରଣ ଲୋକେ ଦର୍ଶନ କରିପାରିବେ । ୨୩ ତାରିଖ ଦିନ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ପୁରୀ ଅଭିମୁଖେ ନିଆଯିବ । ସେଠାରେ ସମୁଦ୍ର ବିର୍ସଜନ କରାଯିବ ।

LEAVE A REPLY

Please enter your comment!
Please enter your name here